ଆନ୍ଦୋଳନ ପ୍ରତ୍ୟାହୃତ, ବସ ଚଳାଚଳ…
ପୁରୀ: ବସ ଡ୍ରାଇଭର୍ ଅର୍ଜୁନ ମହାକୁଡଙ୍କ ମୃତ୍ୟୁର ପ୍ରତିବାଦରେ ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରା ପ୍ରତ୍ୟାହାର ହୋଇଛି। ଫଳରେ ପୁରୀକୁ ବସ ଚଳାଚଳ ସ୍ବାଭାବିକ ରହିଛି। ଆଜି ସକାଳୁ ପୁରୀରୁ ବିଭିନ୍ନ ରୁଟରେ ବସ୍ ଚଳାଚଳ ଆରମ୍ଭ ହୋଇଛି। ପୁରୀ ଉପଜିଲ୍ଲାପାଳ,…