Odisha Link
Bridging the Missing Links in Odisha

ଅଳ୍ପକେ ବଞ୍ଚିଲେ ବାଦ୍‌ଶାହ

ମୁମ୍ବାଇ :  ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାକୁ ଲାଗିଛି । ବଲିଉଡର ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଲେ ଯାଇଛନ୍ତି । ଏହି ଦୁର୍ଘଟଣାଟି ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ଠାରେ ଘଟିଥିଲା ।

ବାଦ୍‌ଶାହ ସୋମବାର ୪୪ନଂ. ରାଜ୍ୟ ରାଜପଥର ଇଣ୍ଟର ସେକ୍ସନ ଉପରେ ଏକ ନିର୍ମାଣାଧୀନ ଓଭରବ୍ରିଜ୍‌ ଦେଇ ଯାଉଥିଲେ । ଘନ କୁହୁଡ଼ି ସାଙ୍ଗକୁ ଗାଡ଼ିର ବେଗ ଅଧିକ ଥିବାରୁ ତାଙ୍କ ଡ୍ରାଇଭର ରାସ୍ତା ଉପରେ ଥିବା କଂକ୍ରିଟ୍‌ ସ୍ଲାବକୁ ଦେଖିପାରି ନ ଥିଲେ। ଫଳରେ ତାଙ୍କ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ବାଦ୍‌ଶାହ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

Comments are closed.