Odisha Link
Bridging the Missing Links in Odisha
Daily Archives

February 5, 2020

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ

ବାଲେଶ୍ୱର: ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜଣେ ସହକାରୀ ଯନ୍ତ୍ରୀ ପଡ଼ିଛନ୍ତି। ସମ୍ପୃକ୍ତ ଯନ୍ତ୍ରୀ ଜଣକ ହେଉଛନ୍ତି ସୋର ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ। ବିଲ ପାସ ପାଇଁ ଶ୍ରୀ ସାହୁ ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ…

ଓକିଲ ଆନ୍ଦୋଳନକୁ ବିଜେପିର ସମର୍ଥନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ଓକିଲଙ୍କ ଆନେ୍ଦାଳନକୁ ବିଜେପି ପକ୍ଷରୁ ସମର୍ଥନ କରାଯାଇଛି। ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ଆଗକୁ କରିବ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ସେହିପରି ବରଗଡ଼ ପରିସ୍ଥିତି ନେଇ ରାଜ୍ୟପାଳଙ୍କୁ ଭେଟିବା ଅବସରରେ ଶ୍ରୀ ପୂଜାରୀ…

ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ୍…

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଝିପି ଝିପି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନବସ୍ତା ଭିଜି ନଷ୍ଟ ହୋଇ ଯାଇଛି । ବିଶେଷ କରି କଣ୍ଟାମାଲ ବ୍ଲକର ଖଟଖଟିଆ ମଣ୍ଡି, ବଘିଆପଡା, ରକ୍ସା, ମୁଣ୍ଡିପଦର ଏବଂ ହରଭଙ୍ଗା ବ୍ଲକର ରାମଗଡ଼, ବାମଣ୍ଡା ଆଦି ମଣ୍ଡିରେ ଶହ ଶହ…

ଲଗାଣବର୍ଷାରେ ବି ଭୁଲି ନାହାନ୍ତି ନିଜ…

ବ୍ରହ୍ମପୁର: ଓଡ଼ିଶାରେ ବର୍ତ୍ତମାନ ପାଗ ବଦଳିବା ହେତୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଉ ଏହାର ପ୍ରଭାବ ବ୍ରହ୍ମୁପରରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଲଗାଣ ବର୍ଷାରେ ବି ନିଜର କର୍ତ୍ତବ୍ୟକୁ ନଭୁଲି ସୁଚାରୁରୂପେ ନିଭାଇଛନ୍ତି ଜଣେ ହୋମଗାର୍ଡ। ଆଜିକାଲି ପୁଲିସକୁ ନେଇ ଲୋକଙ୍କ ମନରେ ଦ୍ୱେଷ ଭାବ…

ବିଗ୍ ବସ୍ ୧୩ ପରେ ଏକାଠି କାମ କରିବେ…

ମୁମ୍ବାଇ : ଟେଲି ରିଆଲିଟି ଶୋ ବିଗବସ ୧୩ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଫାଇନାଲ୍‌ ଏପିସୋଡ୍ ମଧ୍ୟ ପାଖେଇ ଆସିଲାଣି । ସମସ୍ତ ପ୍ରତିଯୋଗି ପରସ୍ପରକୁ କଡ଼ା ଟକ୍କର ଦେବାର ନଜରେ ମଧ୍ୟ ଆସିଛନ୍ତି । ସୂଚନା ଅନୁଯାୟୀ, ଫେବୃଆରୀ ୧୫ରେ 'ବିଗ୍‌ ବସ୍‌ ୧୩'ର ଗ୍ରାଣ୍ଡ ଫିନାଲେ କରିବାକୁ…

ଓପିଏସସିର ନୂଆ ସିଏସଏମଏସ ପୋର୍ଟାଲ…

କଟକ: ଓପିଏସସିର ନୂଆ ସିଏସଏମଏସ ପୋର୍ଟାଲ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି। ସିଏସଏମଏସ  ଅର୍ଥ ହେଉଛି କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଓପିଏସସିର  ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର…

ଟ୍ରଷ୍ଟରେ ରହିବେ ୧୫ ଜଣ ଟ୍ରଷ୍ଟି : ଶାହା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍‍କୁ ଆଜି ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଗୃହ ମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି। ଅମିତ ଶାହ କହିଛନ୍ତି, ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଯେଉଁ ଟ୍ରଷ୍ଟ୍‍ ଗଠନ କରାଯାଇଛି…

ଦୋଷୀ କପିଲର ଆପ୍‌ ସହ ଥିବା ସମ୍ପର୍କକୁ…

ନୂଆଦିଲ୍ଲୀ: ଶାହିନ୍‌ ବାଗ୍‌ ଗୁଳିକାଣ୍ଡରେ ଗିରଫ ହୋଇଥିବା କପିଲ ଗୁର୍ଜରର ଆପ୍‌ ନେତାଙ୍କ ସହ ଥିବା ଫଟୋ ଏବେ ଭାଇରାଲ ହେବାରା ଲାଗିଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଆପ୍‌ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ। ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଦିଲ୍ଲୀ ପୋଲିସକୁ ବ୍ୟବହାର କରୁଛି…

ଅଳ୍ପକେ ବଞ୍ଚିଲେ ବାଦ୍‌ଶାହ

ମୁମ୍ବାଇ :  ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାକୁ ଲାଗିଛି । ବଲିଉଡର ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଲେ ଯାଇଛନ୍ତି । ଏହି ଦୁର୍ଘଟଣାଟି ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ଠାରେ ଘଟିଥିଲା । ବାଦ୍‌ଶାହ ସୋମବାର ୪୪ନଂ. ରାଜ୍ୟ ରାଜପଥର…

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ଜଣେ…

ପାରାଦୀପ: ଜଗତସିଂହପୁର ପାରାଦୀପ ରାସ୍ତାର ଗଡଲୋକନାଥ ମନ୍ଦିର ଗଡାରେ ଏକ ଟ୍ରକ୍ ପଛରେ କାର ପିଟି ହୋଇଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନାଯାଗ୍ୟ ଯେ, ୪ ଜଣ ସାଙ୍ଗ କାର ଯୋଗେ…