କେନ୍ଦ୍ର ବଜେଟ୍ରେ ପୂର୍ବତଟ ରେଳପଥକୁ ୫୮୬୫ କୋଟି: ଓଡ଼ିଶାର ଭାଗ ୪୩୭୩ କୋଟି

ଭୁବନେଶ୍ୱର: ରେଳ ବଜେଟରେ ପୂର୍ବତଟ ରେଲୱେକୁ ୫୮୬୫ କୋଟି ଟଙ୍କା ମିଳିଥିବାବେଳେ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ମିଳିଛି ।
ଟିଟିଲାଗଡ଼-ବିଜୟନଗରମ ୩ୟ ରେଳ ଲାଇନ ପାଇଁ ୩୮୦ କୋଟି
ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୮୦ କୋଟି
ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୧୦୨ କୋଟି
ଜରପଡ଼ା-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୧୮ କୋଟି
ବୁଢାପଙ୍କ-ସାଲେଗାଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୦୫ କୋଟି
ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୪୫୦ କୋଟି
ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ୫୨୦ କୋଟି
ତାଳଚେର-ବିମଳାଗଡ଼ ପାଇଁ ୧୪୦ କୋଟି
ଜୟପୁର-ମାଲକାନାଗିରି ପାଇଁ ୩୩ କୋଟି
ଜୟପୁର-ନବରଙ୍ଗପୁର ପାଇଁ ୨୦ କୋଟି
ଖୋର୍ଦ୍ଧାରୋଡ଼-ବିଜୟ ନଗରମ ପାଇଁ ୨୦ କୋଟି
ସମ୍ବଲପୁର-ତାଳଚେର ଲାଇନ ଦୋହରୀକରଣ ପାଇଁ ୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପାଇଁ ୩୮୨ କୋଟି
Comments are closed.