Odisha Link
Bridging the Missing Links in Odisha
Daily Archives

February 7, 2020

ଓମାର ଓ ମୁଫତିଙ୍କ ନାଁରେ ଲାଗିଲା…

ନୂଆଦିଲ୍ଲୀ: ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍‌ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ…

ଘୁଞ୍ଚିଲା ଶାହୀନବାଗ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ସୁପ୍ରିମକୋର୍ଟରେ ହେବାକୁ ଥିବା ଦିଲ୍ଲୀ ଶାହୀନବାଗ ଆନ୍ଦୋଳନର ଶୁଣାଣି। ଆସନ୍ତାକାଲି ଦିଲ୍ଲୀ ବିଧାନସଭା ଭୋଟ ଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି। ଆଜି ଶୁଣାଣି ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ଏଥପାଇଁ କୋର୍ଟ ଏହି ଆବେଦନର ଶୁଣାଣି ସୋମବାରକୁ…

ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର…

ଭୁବନେଶ୍ବର: ମାଲକାନାଗିରି ଜିଲ୍ଲାରେ ମାଓ ଅପରେସନ ବେଳେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର  ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଓଡ଼ିଶା ଇତିହାସରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଡିଜିପି କହିଛନ୍ତି। ଡିଜିପିଙ୍କ ସୂଚନା ଅନୁଯାୟୀ…

ନିର୍ଭୟା ମାମଲା: ଘୁଞ୍ଚିଲା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହେବାକୁ ଥିବା ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତା ମଙ୍ଗଳବାର ଶୁଣାଣି ହେବ। ନିର୍ଭୟା ଦୋଷୀଙ୍କ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଓ ଏକକାଳୀନ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର…

ପରଦାରେ ‘ହ୍ୟାକ୍‌ଡ’,…

ମୁମ୍ବାଇ : ବଲିଉଡରେ ଅନେକ କଳାକାର ଟେଲି ଜଗତରୁ ଆସି ଡେବ୍ୟୁ କରି ସାରିଛନ୍ତି । ନିଜର କଠିନ ପରିଶ୍ରମ ଓ ଭିନ୍ନ ଅଭିଯୋଗୁଁ ଟେଲି କଳାକାର ହିନା ଖାନ୍‌ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ଆଜି ତାଙ୍କ ଅଭିନୀତ ସିନେମା ହ୍ୟାକ୍‌ଡ ରିଲଜ ହୋଇ ସାରିଛି । ସିନେମାଟି ରିଲଜ ହେବା ପୂର୍ବରୁ ବେଶ୍ ଚର୍ଚ୍ଚା ରେ…

ମହାକାଶ ରହଣିରେ ରେକର୍ଡ କଲେ ମହିଳା

କାଜାକସ୍ଥାନ : ମହାକାଶ ରହଣିରେ ରେକର୍ଡ କଲେ ମହିଳା। ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ସର୍ବାଧିକ ଦିନ ଅତିବାହିତ କରି ରେକର୍ଡ କରିଛନ୍ତି ନାସା ମହାକାଶଚାରୀ ଖ୍ରୀଷ୍ଟିନା କୋଚ୍‌। ସେ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ସର୍ବାଧିକ ୩୨୮ ଦିନ ଅତିବାହିତ କରି ପୃଥିବୀପୃଷ୍ଠକୁ…

ରଙ୍ଗଶାଳା ଭଙ୍ଗା ଆରମ୍ଭ

ଯାଜପୁର: ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବିବାଦୀୟ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭଙ୍ଗା ହେଉଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳାକୁ ଭଙ୍ଗା ଯାଉଛି। ଯାଜପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ସ୍ଥାନୀୟ…

ସରକାରଙ୍କ ଇ-ମାର୍କେଟ ପ୍ଲେସ୍‌ ଜିଇଏମ୍‌…

ଭୁବନେଶ୍ୱର :  ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ- ମାର୍କେଟ ପ୍ଲେସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ ବ୍ୟବହାର କରି ସ୍ବେଚ୍ଛତାର ସହିତ ଅଳ୍ପ ସମୟ ମଧ୍ୟରେ ଦ୍ରବ୍ୟ କ୍ରୟ କରାଯାଇ ପାରୁଛି ଏବଂ ଏଥି ସହିତ…

ଭାସି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ…

ଜୟପୁର: ଆଜି ସକାଳ ପ୍ରାୟ ୮ଟା ବେଳେ ସ୍ଥାନୀୟ ବାଇପାସ୍‌ କେନାଲ୍‌ ରୋଡ୍‌ ଅଞ୍ଚଳରେ ପ୍ରବାହିତ କେନାଲ୍‌ରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ବାଳକ ଉଦ୍ଧାର କରିଛନ୍ତି। ଭାସି ଯାଉଥିବା ମଧ୍ୟ-ବୟସ୍କ ବ୍ୟକ୍ତିଜଣକ ହେଉଛନ୍ତି ଜୟପୁର ସହର ଅନ୍ତର୍ଗତ ଗାନ୍ଧୀଛକ ବାସିନ୍ଦା ବାଲାଜୀ ସାହୁ। ସକାଳ…

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ…

ନୂଆଦିଲ୍ଲୀ: ୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।…