Odisha Link
Bridging the Missing Links in Odisha
Daily Archives

February 8, 2020

କରୋନା ଭାଇରସ୍: ପ୍ରଥମଥର ପାଇଁ…

ୱାଶିଂଟନ୍‌: ଦିନକୁ ଦିନ ଅଧିକରୁ ଅଧିକ କାୟା ମେଲାଉଛି କରୋନା ଭାଇରସ୍। ଏହି ଭୟଙ୍କର ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରଥମଥର ପାଇଁ ଜଣେ ଆମେରିକୀୟଙ୍କ ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ଚାଇନାର ଉହାନରେ ହିଁ ରହୁଥିଲେ। ଆମେରିକୀୟ ନାଗରିକଙ୍କ ଦେହରେ କରୋନା ଭାଇରସ ଚିହ୍ନଟ ହେବା ପରେ ତାଙ୍କୁ…

ଗାୟତ୍ରୀ ମାଭୁରୁଙ୍କ ବିଶ୍ବ ରେକର୍ଡ:…

ଭୁବନେଶ୍ବର: ଜଣାଶୁଣା ଚିତ୍ରଶିଳ୍ପୀ, ଲେଖକ ତଥା ଶିକ୍ଷାବିତ୍‌ ଗାୟତ୍ରୀ ମାଭୁରୁ ରଚିଛନ୍ତି ବିଶ୍ବ ରେକର୍ଡ। ଏକ ଟଙ୍କିଆ ଭାରତୀୟ ମୁଦ୍ରାରେ ଅତିକ୍ଷୁଦ୍ର ଚିତ୍ର ଅଙ୍କନ କରି ସେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଲଘୁଚିତ୍ର ପାଇଁ ବିଶ୍ବ ରେକର୍ଡ ଇଣ୍ଡିଆ ପକ୍ଷରୁ ଗାୟତ୍ରୀଙ୍କୁ ମିଳିଛି ଏହି ସମ୍ମାନ।…

ଓଡ଼ିଶା ସ୍କିଲସ୍‌ ୨୦୨୦ କାର୍ଯ୍ୟକ୍ରମ…

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଦକ୍ଷତା ପ୍ରତିଯୋଗିତା ଓଡ଼ିଶା ସ୍କିଲସ୍‌ ୨୦୨୦ର ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ଆସନ୍ତା ୨୦୨୦ ଅପ୍ରେଲ୍‌ ମାସ ୨୮ରୁ ୩୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହେବ । ଏଥି ପାଇଁ ଯୁବକମାନଙ୍କ ମଧ୍ୟରେ ଅହେତୁକ ଆଗ୍ରହ ପରିଲକ୍ଷିତ…

ଦିଲ୍ଲୀ ନିର୍ବାଚନ: ଚାଲିଛି ମତଦାନ,…

ନୂଆଦିଲ୍ଲୀ: ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ମତଦାନ। ଆଜି ସନ୍ଧ୍ୟା ୬ଟାରା ସରିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ହେଲେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ସରିନି ବାକ୍‌ ଯୁଦ୍ଧ। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା…

ଭାଲେନ୍‌ଟାଇନ୍ସ ଡେ’ରେ ଷ୍ଟ୍ରିମିଂ…

ଭୁବନେଶ୍ୱର : ଓଲିଉଡରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ୱେବ୍‌ ସିରିଜ୍‌ । ସେଥିରେ ଓଲିଉଡର ଅଭିନେତ୍ରୀ ଦିବ୍ୟା ଓ ତମନ୍ନା ବ୍ୟାସ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହା ସମଲିଙ୍ଗୀ ସମ୍ପର୍କକୁ ନେଇ ଏହି ୱେବ୍‌ ସିରିଜ୍‌ର କାହାଣୀ ଗତିଶୀଳ ହୋଇଛି । ୱେବ୍‌ ସିରିଜ୍‌ ଟି ର ନାଁ ହେଲା…

ଆଜମଗଡ଼ରେ ଲାଗିଲା ପୋଷ୍ଟର, ନିର୍ବାଚନ…

ଆଜମଗଡ଼: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଓ ସାଂସଦ ଅଖିଳେଶ ଯାଦବ ନିଖୋଜ। ଅଖିଳେଶଙ୍କ ସଂସଦୀୟ କ୍ଷେତ୍ର ଆଜମଗଡ଼ରେ ସେ ନିଖୋଜ ଥିବା ପୋଷ୍ଟର ଲାଗିଛି। ବୁଧବାର ଦିନ ଆଜମଗଡ଼ରେ ସିଏଏ ଓ ଏନଆରସି ବିରୋଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ମହିଳାଙ୍କ ଉପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ…

ଭୁବନେଶ୍ବର ମାର୍କେଟ ବିଲଡିଂ ଘଟଣା: ଆଉ…

ଭୁବନେଶ୍ବର : ଭୁବନେଶ୍ବରର ମାର୍କେଟ ବିଲଡିଂରେ ଗଣ୍ଡଗୋଳ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଆଜି ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାଙ୍କ ନାମ…

ଚର୍ଚ୍ଚାରେ କ୍ୟାଟ୍ ଓ ଭିକ୍କି , ଏହି…

ମୁମ୍ବାଇ : ବଲିଉଡରେ ଏବେ ନୂଆ ଯୋଡ଼ିଙ୍କର ଖୁବ ଚର୍ଚ୍ଚା ଚାଲିଛି । ସେ ଆଉ କେହି ନୁହଁ ସେ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲ । ଦୁହିଁଙ୍କୁ ଦୀପାବଳିରୁ ଆରମ୍ଭ କରି ବିଭିନ୍ନ ବାର୍ଥ ଡେ' ପାଟିରେ ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଏମାନେ ଏପର୍ଯ୍ୟନ୍ତ ଏବିଷୟରେ ମୁହଁ ଖୋଲି…

ପୁଲିସର ଆଚରଣ, ଉଚ୍ଚାରଣ ବଦଳିଛି:…

ଭୁବନେଶ୍ୱର: ମୋ ସରକାର ଓ ୫-ଟି ବେଳେ ପୁଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି। ଏହା କହିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ, ପୁଲିସ ତତ୍ପରତାର ସହ କାମ କରୁଛି। ଆଇନ ଅନୁଯାୟୀ…

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ଅରବିନ୍ଦ…

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ସିଂହାସନ ପାଇଁ ମତଦାନ। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତଦାନ ଦେଇଛନ୍ତି। ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍ଥିତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭୋଟ୍‌ ଦେବା ପରେ କେଜ୍ରିଓ୍ଵାଲ୍‌ କହିଲେ, ଦିଲ୍ଲୀରେ କରାଯାଇଥିବା…