ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ By ଜିତେନ୍ଦ୍ର କୁମାର ଜେନା On Feb 8, 2020 ରାଉରକେଲା: ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦିଆଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଉଦିତନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ପୁଲିସ ଜଣେ ଯୁବକକୁ ଗିରଫ କରିଛି। arrested Share