Odisha Link
Bridging the Missing Links in Odisha
Daily Archives

February 10, 2020

‘ବାବା ଜ୍ୟାକ୍‌ସନ୍‌’ଙ୍କୁ ଭେଟିଲେ…

ମୁମ୍ବାଇ : ନିଜର ପ୍ରଭିତାଭ ବଳରେ ରାତାରାତି ଟିକଟସ ଷ୍ଟାର ବନିଯାଇଥିଲେ ଯୁବରାଜ ସିଂହ। ସେ ନିଜ ଡ୍ୟାନ୍ସିଂ ଷ୍ଟାଇଲ୍‌ରେ ସମସ୍ତଙ୍କୁ ଦିୱାନା ବନାଇ ଦେଇଛନ୍ତି। ସେ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ପରି ଡ୍ୟାନ୍ସ କରନ୍ତି। ଯୁବରାଜଙ୍କୁ ଟିକ୍‌ଟକ୍‌ରେ ୧୦ ଲକ୍ଷରୁ ଅଧିକ ଲୋକ ଫଲୋ…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ପଡ଼ିଛି ପେଟ୍ରୋଲ ଓ ଡିଜେଲ ଦର ଉପରେ। ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଜାନୁଆରୀ ୭ରୁ ଏଯାବତ ୩ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି।…

ଶାହୀନବାଗ୍ ଆନ୍ଦୋଳନକାରୀ ରାସ୍ତାବନ୍ଦ…

ନୂଆଦିଲ୍ଲୀ: ସିଏଏ ଏବଂ ଏନଆରସି ମାମଲାରେ ଦିଲ୍ଲୀର ଶାହୀନବାଗ ଚାଲିଥିବା ଆନ୍ଦୋଳନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ ହଟାଇବା…

ଉଦୟପୁର ଓ ତାଳସାରୀ ବେଳାଭୂମିରେ ୫-ଟି…

ଭୁବନେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ଓ ତାଳସାରୀ ବେଳାଭୂମି ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଅବସରରେ ସେ ବେଳାଭୂମିର ଉନ୍ନତିକରଣ ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ୫-ଟି ସଚବିଭାବେ ଦାୟିତ୍ୱ…

କଲ୍‌କୀ କୋଚଲିନ୍‌, ଇନ୍‌ଷ୍ଟାଗ୍ରାମରେ…

ମୁମ୍ବାଇ :  ବଲିଉଡ ଅଭିନେତ୍ରୀ କଲ୍‌କୀ କୋଚଲିନ୍‌ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ସେ ନିଜ ଝିଅର ପାଦ ଛାପର ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ପ୍ରଶଂକଙ୍କୁ ଖୁସିର ଖବର ଦେଇଛନ୍ତି । କଲ୍‌କୀଙ୍କର ଏହି ପୋଷ୍ଟରେ କୋଙ୍କଣା ସେନ୍‌, ରୁଚା ଚଢା, ସୁମିତ୍‌ ବ୍ୟାସ, ଦିୟା ମିର୍ଜା, ଜିତେଶ…

ଭୁବନେଶ୍ବରରେ ଯୁବତୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଗୁଳି ମାଡ଼ ହୋଇଥିବା ଜଣାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି। ୨ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଯୁବତୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାଯାଇଛି। ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ…

ଓସ୍କାର ୨୦୨୦ : ପରାସାଇଟକୁ ଶ୍ରେଷ୍ଠ…

ମୁମ୍ବାଇ: ଆମେରିକାର ଲସ୍ ଏଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ। ପ୍ରଥମ ଥରପାଇଁ ବିଦେଶୀ ଭାଷାର ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପାରାସାଇଟ ପାଇଁ ବଙ୍ଗ ଜୁନ ହୋ’ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର…

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ମାଟିଆଳି ପଞ୍ଚାୟତର ଗୋବିନ୍ଦପୁରା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତକ ହେଲେ ରବିନ୍ଦ୍ର ସିଂଙ୍କ ସ୍ତ୍ରୀ ସୋମବାରୀ…

ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁରେ…

ଭୁବନେଶ୍ୱର: ଯଦି କୌଣସି ବ୍ୟକ୍ତିଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୁଏ ତେବେ ଉପଭୋକ୍ତା ମୃତକଙ୍କ ପରିବାରକୁ ଦେବେ କ୍ଷତିପୂରଣ। ଓ.ଇ.ଆର୍‌.ସି ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଓ.ଇ.ଆର୍‌.ସି ନିକଟରେ ସେସୁର ଏଭଳି…

୪ ଡକାୟତ ଗିରଫ , ବନ୍ଧୁକ ଜବତ

ସୋର: ସୋର ମହୋତ୍ସବ ପଡିଆରୁ ୪ ଡକାୟତ ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିର ରାତିରେ ସୋର ପୋଲିସ ସେମାନଙ୍କୁ ଗିରଫ କରିଛି। ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଗିରଫ କରିଛି ପୋଲିସ। ଡକାୟତି ଯୋଜନା ହେଲା ପଣ୍ଡ। ୪ ଡକାୟତଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ୫ଟି ମାମଲାରେ ଏମାନଙ୍କର ସଂପୃକ୍ତି…