Odisha Link
Bridging the Missing Links in Odisha
Daily Archives

February 10, 2020

ଶପଥ ନେଲେ ସଂଜୀବ ପାଣିଗ୍ରାହୀ

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ସଂଜୀବ ପାଣିଗ୍ରାହୀ। ଏନେଇ ଶପଥ ପାଠ କରାଇଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା। ସଂଜୀବଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟ ବିଚାରପତି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ପ୍ରକାଶ ଯେ, ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନବିଚାରପତି…

ନବୀନଙ୍କୁ ପ୍ରଦୀପ୍ତ ଓ ସମୀରଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବିଜେପି ସଭାପତି ସମୀର ମହାନ୍ତି ଏହି ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ କେନ୍ଦ୍ରାପଡ଼ା ଓ କନ୍ଧମାଳରେ ୨ ଆରଟିଆଇ କର୍ମୀଙ୍କ ହତ୍ୟା ଘଟଣା ଉଲ୍ଲେଖ…

ପ୍ରତିରକ୍ଷା ବଜେଟ୍‌ ଭରଣା ପାଇଁ ବିକ୍ରି…

ନୂଆଦିଲ୍ଲୀ : କେନ୍ଦ୍ର ବଜେଟ୍‌ରେ ପ୍ରତିରକ୍ଷା ବିଭାଗକୁ ମୋଟ ୪.୭୦ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି। ଏହି ଅର୍ଥରେ ଦେଶର ସୈନ୍ୟବାହିନୀର ଆବଶ୍ୟକତା ପୂରଣ ଅସମ୍ଭବ। ​‌ଏହି ପ୍ରତିରକ୍ଷା ବଜେଟ୍‌ ଗତ ଆର୍ଥିକ ବର୍ଷ ଅପେକ୍ଷା ୫.୮% ଅଧିକ ସତ ମାତ୍ର ଏଥିମଧ୍ୟରୁ ସୈନ୍ୟବାହିନୀର ଅବସରପ୍ରାପ୍ତ…

ବସ ଟ୍ରାଜେଡି : ୧୦ ମୃତ୍ୟୁରେ ଚେତା…

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ପରେ ଶିକ୍ତି ବିଭାଗର ଚେତା ପଶିଛି। ଏଣିକି ଓହଳି ଥିବା ୧୧କେଭି ତାରକୁ ଉଚ୍ଚ କରାଯିବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୧୧କେଭି ତାର ରାସ୍ତା ଉପରୁ ୨୦ ଫୁଟ ଉଚ୍ଚରେ ରହିବା…

ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ…

ଭୁବନେଶ୍ୱର : ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ ବୋଲି ରବିବାର ବରଗଡ ଜିଲ୍ଲାର ନୂଆପାଲ୍ଲି ଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକତ୍ସୋବ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ନବପ୍ରଭାତ ଚାରିଟେବୁଲ…

ବସ ଟ୍ରାଜେଡି: ଚାରି ଇଂଜିନିୟର…

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘଟଣାରେ ୪ ଜଣ ଇଂଜିନିୟରଙ୍କୁ ସସପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ଓ ଖାମଖିଆଲି ମନୋଭାବ ପାଇଁ ସେମାନଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା…

ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ୍‌ର…

ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ୍‌-୨୦୧୮ର ସାମ୍ବିଧାନିକ ବୈଧ୍ୟତାକୁ କାଏମ ରଖିଛନ୍ତି ସୁପ୍ରିମ୍‌ କୋର୍ଟ। ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କୁ ଆଗୁଆ ଜାମିନ ନ ଦେବାକୁ ଏହି ଆଇନ୍‌ରେ ବ୍ୟବସ୍ଥା ରହିଛି। ଏହି ଆଇନ ସଂଶୋଧନ ବିରୋଧରେ…

ରଂଜନ ଦାଶ ହତ୍ୟାକାଣ୍ଡରେ ସଂପୃକ୍ତ…

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ସଂପୂର୍ଣ୍ଣଭାବେ ଭୁଶୁଡି ପଡିଛି । କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାଶଙ୍କୁ ଶାସକ ବିଜେଡି ଦଳର କିଛି ଗୁଣ୍ଡା ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହକୁ…

ଭବାନୀପାଟଣା: ଶିକ୍ଷକଙ୍କ ଦରମା ବନ୍ଦ କରି…

କଳାହାଣ୍ଡି: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଭବାନୀପାଟଣାର କେତେକ ସ୍କୁଲ ପରିଦର୍ଶନରେ ଯାଇ ନିର୍ଦ୍ଧାରିତ ସମୟରେ ସ୍କୁଲ୍‌କୁ ଆସି ନ ଥିବା ଚାରିଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୈଫିୟତ୍‌ ଦେବାକୁ ଡକାଇବା ନିମନ୍ତେ ନିର୍ଦେଶ ଦେଇଛନ୍ତି। ସେମାନେ ହେଉଛନ୍ତି ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡ଼ା…

ବସ ଟ୍ରାଜେଡି: ଚାଲିଛି ଦୋଷ ଠେଲାଠେଲି!

ଭୁବନେଶ୍ୱର: ବ୍ରହ୍ମପୁରରେ ୧୧ କେଭି ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୋଷ ଲଦାଲଦି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ସାଉଥକୋ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଣ୍ଡରେ ଅଠା ବଳିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଉଚ୍ଚା କରିବାରୁ ଏଭଳି ଘଟିଥିବା ସାଉଥକୋ ପକ୍ଷରୁ କୁହାଯାଇଛି।…