Odisha Link
Bridging the Missing Links in Odisha
Daily Archives

February 10, 2020

ସାବରିମାଲା ମାମଲା: ବୃହତ୍ତର ଖଣ୍ଡପୀଠକୁ…

ନୂଆଦିଲ୍ଲୀ: ସାବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଉଠୁଥିବା ଆଇନଗତ ପ୍ରଶ୍ନକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ ହେବ ବୋଲି ଆଜିର ଶୁଣାଣିରେ ସୁପ୍ରିମ୍‌ କୋର୍ଟ କହିଛନ୍ତି। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏସ୍‌. ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୯ଜଣିଆ ବିଚାପତି ବିଶିଷ୍ଟ ଖଣ୍ଡପୀଠ…

ମୋହନ ମାଝୀଙ୍କୁ ଅପମାନ!

ଭୁବନେଶ୍ୱର: ରେଲୱେ ଅନୁଦାନ ନେଇ ବସିଥିବା ଗୃହ କମିଟି ବୈଠକ ଅଧାରୁ ଉଠିଆସିଲେ ମୋହନ ମାଝୀ। ଅପମାନ କରାଯାଇଥିବା ଅଭିଯୋଗ କରି ଶ୍ରୀ ମାଝୀ ବୈଠକ ଅଧାରୁ ଉଠି ଆସିଥିବା ଜଣାଯାଇଛି। ଏହାଛଡ଼ା କମିଟି ସଦସ୍ୟଭାବେ କାଲି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସେ ଯୋଗଦେବେନି ବୋଲି କହିଛନ୍ତି। ଶ୍ରୀ…

ଊଇ ନିରାକରଣ ପାଇଁ ଧ୍ୟାନ ଦେଉନି ବନବିଭାଗ

ଭୁବନେଶ୍ୱର : ରାସ୍ତାପାଶ୍ୱ ର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରତିବର୍ଷ ସହରରେ ଲଗାଯାଉଛି ଗଛ । ବନୀକରଣ ବେଳର ଫଟୋ ଖବର କାଗଜରେ ବାହାରି ଯିବା ପରେ ବନ ବିଭାଗ ନିଜ ଦାୟିତ୍ୱ ସରିଗଲା ବୋଲି ମନେ କରୁଛି । ଗଛ ଲଗାଇ ତାରବାଡ଼ ଓ ଫଳକ ଲଗାଇଦେଲେ ଯେ ଗଛଗୁଡ଼ିକ ଆପେ ଆପେ ବଢିଯିବ ଏ ବିଶ୍ୱାସକୁ ନେଇ ବନ ବିଭାଗ ଚୁପ୍…

କାର୍ଯ୍ୟରେ ଅବହେଳା ପାଇଁ ଉଚ୍ଚଶିକ୍ଷା…

ଭୁବନେଶ୍ୱର :  ଉଚ୍ଚଶିକ୍ଷା ବିଭାଗର ଉପବିଭାଗ ଅଧିକାରୀ କ୍ଷେତ୍ରବାସୀ ଗୋଚ୍ଛାୟତଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରାଯାଇଛି । ତାଙ୍କର ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ସୂଚନାଯୋଗ୍ୟ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଜାନୁଆରୀ ୨୧ ତାରିଖରେ ନଅତାଲାସ୍ଥିତ…

ବୋମା ବିସ୍ଫୋରଣ ୫ ଆହତ

ପାଟନା: ବୋମା ବିସ୍ଫୋରଣ ୫ଜଣ ଆହତ। ଏଭଳି ଏକ ଘଟଣା ଘଟିଛି ବିହାର ସ୍ଥିତ ପାଟନା ଗାନ୍ଧୀ ମୈଦାନ ଅନ୍ତର୍ଗତ ସଲିମ୍‌ପୁର ଆହରାର ୧ ନମ୍ବର ଗଳିରେ ଥିବା ଏକ ଘରେ। ବୋମା ବିସ୍ଫୋରଣ ହେବାରୁ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ଏଥିରେ ଦୁଇଟି ଘର ଭାଙ୍ଗିଯାଇଛି ହୋଇଛି।…

ମନ୍ଦିରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ତାଳଚେର ଶିବରାମପୁର ଶିବମନ୍ଦିରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଏକଡାଳ ଗାଁର ହୃଦାନନ୍ଦ ମହାରଣା ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସମୟରେ ମନ୍ଦିରର ପୂଜକ ପ୍ରତିଦିନ ପରି ଗେଟ୍‌ ଖୋଲିଥିଲେ। ଗେଟ୍…

ସାଉଥକୋ ସିଇଓଙ୍କୁ ତୁରନ୍ତ ଗିରଫ କରାଯାଉ…

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅନ୍ତର୍ଗତ ମେଣ୍ଡରାଜ୍‌ପୁରଠାରେ ଏକ ଯାତ୍ରୀବାହୀ ବସ୍‌ଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା କାରଣରୁ ୧୧ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟରେ ବର୍ନ ୟୁନିଟ ନଥିବା କାରଣରୁ ୧୦ରୁ…

ବସ୍‌ ଟ୍ରାଜେଡି ନେଇ ଆଜି ସମୀକ୍ଷା ବୈଠକ…

ବ୍ରହ୍ମପୁର: ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀ ମୃତାହତ ଘଟଣା। ଶକ୍ତି ମନ୍ତ୍ରୀ କ୍ୟାପେଟେନ୍‌ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତଦନ୍ତ ପାଇଁ କମିଟି ଗଠନ ହୋଇଛି। ଏ ନେଇ କମିଟି ରିପୋର୍ଟ ଦେବ। ଶକ୍ତି ବିଭାଗର ସୁପରିଟେଣ୍ଡଣ୍ଟ ଯାନ୍ତ୍ରୀ ଓ ଅନ୍ୟ…

କରୋନା ଆତଙ୍କ: ୯୦୮ ମୃତ

ବେଜିଂ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି କରୋନା। ଚୀନ୍‌ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିବା ନେଇ ଚୀନ୍‌ର ସ୍ୱାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି। ରବିବାର ଦିନ ମୃତ୍ୟୁ ସଂଖ୍ୟା ୮୦୫ ଥିବା ବେଳେ ସୋମବାର ଏହା ୯୦୮…

ବର୍ଷା ପରେ ଲେଉଟିଲା ଶୀତ

ଭୁବନେଶ୍ୱର: ଚାରି ଦିନ ଧରି ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିବା ପରେ ଆଜି ପାଗରୁ ସୁଧାର ଆସିଛି। ପାଗ ପୂରା ଶୁଖିଲା ରହିଛି। ତେବେ ଶୀତ ଟିକେ ବଢ଼ିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜିଠୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ। ଆଞ୍ଚଳିକ ପାଣିପାଗ…