Odisha Link
Bridging the Missing Links in Odisha
Daily Archives

February 10, 2020

ଯୌତୁକ ପାଇଁ ନବବଧୂକୁ ହତ୍ୟା

ଉଦଳା: ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଛନ୍ତି ଶଶ୍ବୁଘର ଲୋକ। ପୁଣିଥରେ ଯୌତୁକ ନିର୍ଯାତନାରେ ପଳି ବହିଲା ଆଉ ଜଣେ ନବବଧୂ। ଏମଳି ଏକ ଅଭାବନରୟ ଘଟଣା ଘଟିଛି କପ୍ତିପଦା ଥାନା ଉପରଖୁଂଟା ଗ୍ରାମରେ। ସୂଚନା ଅନୁଯାୟୀ, ଉପରଖୁଂଟା ଗ୍ରାମର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ଜଣେ ୧୫ ବର୍ଷର…

କେନ୍ଦୁଝରକୁ ଆରମ୍ଭ ହେବ ନୂତନ ମେମୁ ସେବା

କେନ୍ଦୁଝରକୁ: ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଥିବା କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌(୫୮୪୨୫/୫୮୪୨୬) ବଦଳରେ ମେମୁ ଟ୍ରେନ ଚାଲିବ। କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌(୫୮୪୨୫/୫୮୪୨୬) ବଦଳରେ ମେମୁ ଟ୍ରେନ ଚାଲିବ।…

ଆଜି ଶପଥ ନେବେ ସଞ୍ଜୀବ କୁମାର…

କଟକ : ଆଜି ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଶ୍ରୀ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ।ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସଞ୍ଜୀବ କୁମାର…

ବିଦ୍ୟୁତ ତାର ଛିଡି ଜଳିଗଲା ବାଇକ :…

ଚାନ୍ଦବାଲି: ଭଦ୍ରକ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଅଘଟଣ। ବାଇକ୍ ଉପରେ ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର। ୨ ଜଣ ବାଇକରେ ଯାଉଥିବା ବେଳେ ସେମାନଙ୍କ ଉପରେ ତାରଟି ଛିଣ୍ଡି ପଡିଥିଲା। ବିଦ୍ୟୁତ ଆଘାତରେ ବାଇରେ ବସିଥିବା ଦୁଇ ଜଣ ଯାକ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡିଥିଲେ। ସେମାନେ ହେଲେ…

ସାବଧାନ! ଶୁଖୁଆ ଖାଇଲେ କ୍ୟାନ୍ସର

ଭୁବନେଶ୍ବର: ଓଡ଼ିଶାରେ, ବିଶେଷ କରି ଉପକୂଳ ଓଡ଼ିଶାରେ ବେଶ୍‌ ପ୍ରସିଦ୍ଧ ଶୁଖୁଆ (ଶୁଖିଲା ମାଛ) ଯୋଗୁଁ ହେଉଛି କ୍ୟାନ୍ସର ରୋଗ। ଉପକୂଳ ଓଡ଼ିଶାରୁ ସର୍ବାଧିକ ପେଟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଶୁଖୁଆ ଖାଇବା ଯୋଗୁଁ ପେଟ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ…