ବାରଙ୍ଗ ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ

ବାରଙ୍ଗ: ପଟିଆ କାନନବିହାର ଫେଜ-୨ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ରୁ ଚୋରି ଉଦ୍ୟମ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏଟିଏମ୍ ଭିତରକୁ କିଛି ଲୋକ ଟଙ୍କା ଉଠାଇବାକୁ ଯାଇଥିଲେ। ସେତେବେଳେ କିଛି ଏଟିଏମ୍ କାଉଣ୍ଟର ଭିତରେ ଥିବା ସାଇଟ୍ ବକ୍ସ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ପାଇଥିଲେ। ଘଟଣାର କିଛି ସମୟ ପରେ ପୋଲିସ ପହଞ୍ଚିଥିଲା। ଏଟିଏମ୍ର ସିସିଟିବି ସଂଯୋଗ କାଟି ଦିଆଯାଇଥିବାର ଦେଖିବାକୁ ମିଳିଛି।
Comments are closed.