ସ୍ତ୍ରୀର ପ୍ରମିକକକୁ ହାଣିଲା ସ୍ବାମୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ପ୍ରମିକାକୁ ସ୍ବାମୀ କୁରାଢିରେ ହଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚାନା ଅନୁସାରେ, ସ୍ବାମୀ ଘରେ ନ ଥିବାବେଳେ ତାଙ୍କ ଘରେ ଜଣେ ଯୁବକ ଶୋଇଥିବାର ଦେଖିଥିଲେ। ଏଥିରେ ସ୍ବାମୀ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଯୁବକ ଜଣଙ୍କୁ ଏକ କୁରାଢିରେ ହାଣି ହତ୍ୟାକରିଥିଲେ। ହତ୍ୟାପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
Comments are closed.