ଶିକ୍ଷକଙ୍କୁ ହତ୍ୟାକଲେ ଦୁର୍ବୃତ୍ତ
ମୟୁରଭଞ୍ଜ: ମୟୁଭଞ୍ଜ ଜିଲ୍ଲା ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କୁ ନିର୍ମମଭବେ ହାଣି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଶିକ୍ଷକ ଜଣଙ୍କ ଗାଁ ବିଲକୁ ଯାଇଥିବା ବେଳେ ୨ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ।…