Odisha Link
Bridging the Missing Links in Odisha
Daily Archives

February 11, 2020

ନ୍ୟୁଜିଲାଣ୍ଡକୁ ୨୯୭ ରନର ଟାର୍ଗେଟ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭର ଖେଳି ୭ ଓ୍ବିକେଟ ହରାଇ ୨୯୬ ରନ୍‌ କରିଛି। ଆଜିର ଦିନିକିଆ ଜିତି ସିରିଜ୍ କ୍ଲିନ ସୁଇପ ଲକ୍ଷରେ ରହିଛି ନ୍ୟୁଜିଲାଣ୍ଡ ଦଳ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୯୭ ରନର ଆବଶ୍ୟକ ରହିଛି।…

ସ୍ତ୍ରୀର ପ୍ରମିକକକୁ ହାଣିଲା ସ୍ବାମୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ପ୍ରମିକାକୁ ସ୍ବାମୀ କୁରାଢିରେ ହଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚାନା ଅନୁସାରେ, ସ୍ବାମୀ ଘରେ ନ ଥିବାବେଳେ ତାଙ୍କ ଘରେ ଜଣେ ଯୁବକ ଶୋଇଥିବାର ଦେଖିଥିଲେ।…

କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ!

ନୂଆଦିଲ୍ଲୀ: କ୍ରମାଗତ ୩ଥର ପାଇଁ ଦିଲ୍ଲୀର କମାଣ ଧରିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କ ପଲିଟିକାଲ କ୍ୟାରିୟର ବେଶ୍ ରୋଚକମୟ। ଭାରତୀୟ ରାଜସ୍ୱ ସେବା ଚାକିରି ଛାଡ଼ି ସମାଜସେବା ଲକ୍ଷ୍ୟ ରଖି କେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଯିବେ ତାହା ରାଜନୀତି ଇତିହାସରେ ଏକ ବିଶ୍ମୟ ଘଟଣା। ଆନ୍ନା ହଜାରେଙ୍କ ସହ…

ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପରାଜୟ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣିତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ ବିଜେପି ଠାରୁ ବହୁ ଆଗରେ ରହି ଆମ ଆଦମୀ ପାର୍ଟି । ୭୦ଟି ଆସନରୁ ଆପ୍ ବର୍ତ୍ତମାନ ସୁଦ୍ଧା ୫୬ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୪ଟି ଆସନରେ ଚାଲିଛି। ଏଥିରୁ ଅନୁମାନ କରାଯାଉଛି ଯେ, ତୃତୀୟ…

ବାରଙ୍ଗ ଅଞ୍ଚଳରେ ଏଟିଏମ୍ ଲୁଟ୍‌ ଉଦ୍ୟମ

ବାରଙ୍ଗ: ପଟିଆ କାନନବିହାର ଫେଜ-୨ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ଚୋରି ଉଦ୍ୟମ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏଟିଏମ୍‌ ଭିତରକୁ କିଛି ଲୋକ ଟଙ୍କା ଉଠାଇବାକୁ ଯାଇଥିଲେ। ସେତେବେଳେ କିଛି ଏଟିଏମ୍‌ କାଉଣ୍ଟର ଭିତରେ ଥିବା…

ରୋଡ ସୋ ପାଇଁ କେଜ୍ରିୱାଲଙ୍କ ‘ବିଜୟ ରଥ‘…

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଏନେଇ ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୫୬ ସିଟ୍‌ରେ ଆମ୍ ଆଦ୍‌ମୀ ପାର୍ଟି ଆଗୁଆ ଥିବାବେଳେ ବିଜେପି ମାତ୍ର ୧୪ ସିଟ୍‌ରେ ଆଗୁଆ ରହିଛି। ତୃତୀୟ ଥର ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଠନ କରିବ…

ଫେବୃଆରୀ ୨୪ରେ ଭାରତ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ତାରିଖରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ। ଏନେଇ ଆମେରିକା ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ…

ବନ୍ଧୁକ ଦେଖାଇ ଧମକଚମକ ଦେବାପରେ…

ରାଉରକେଲା: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକ ଥିବାରୁ ବହୁବାର ଛୁଟି ପାଇଁ କାକୁତିମିନତି କରିଥିଲେ। ମାତ୍ର ଅଧିକାରୀ ଜଣକ କୁଆଡ଼େ ଛୁଟି ଦେଉ ନଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ କର୍ମଚାରୀ। ସିଧାସଳଖ ସଂପୃକ୍ତ ଅଧିକାରୀଙ୍କ ଅଫିସ୍‌କୁ ପଶି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଜାଣିଶୁଣି…

ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ,…

ମାଉଣ୍ଟ ମାଓଁଗାନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ମାଉଣ୍ଟ ମାଓଁଗାନୁଇ ସ୍ଥିତ ବେ ଓଭାଲ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଭାରତର ବ୍ୟାଟିଂ ଜାରି ରହିଛି। ୧୩.୪ ଓଭରରେ ୩ ଓ୍ବିକେଟ୍ ହରାଇ ୭୦…

କରୋନାରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ବେଜିଂ: ମହାମାରୀର ରୂପ ଧାରଣ କରି ଅଣାୟତ୍ତ କଲାଣି କରୋନା ଭୂତାଣୁ। ଦନକୁ ଦିନ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ବଢିବାରେ ଲାଗିଛି। ସୋମବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି। ଚୀନର ଏକ ସରକାରୀ ଗଣମାଧ୍ୟମ ସୂଚନା ଅନୁସାରେ କରୋନରେ ବର୍ତ୍ତମାନ ସୁଦ୍ଧା ୧୦୧୧ ଜଣଙ୍କର ମୃତ୍ୟୁ ହୋଇଛି।…