Odisha Link
Bridging the Missing Links in Odisha
Daily Archives

February 12, 2020

୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳିରେ…

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ବର: ଭୁବନେଶ୍ବରର ପରିମଳ ବ୍ୟବସ୍ଥା ନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ। ଡ୍ରେନେଜ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ଚିଠିରେ ଅନୁରୋଧ କଲେ ଅପରାଜିତା। ଏହା ସହିତ ବିଭିନ୍ନ ସ୍ଥାନରେ ଜମୁଥିବା ପାଣି ନିଷ୍କାସନ କରିବା ସମ୍ପର୍କରେ ମଧ୍ୟ ଅପରାଜିତା ଉକ୍ତ ଚିଠିରେ…

ଛାତ୍ର ଜୀବନରୁ ବନ୍ଧୁକ ରଖିଛି: ନବ

ଭୁବନେଶ୍ବର: ସଂପତ୍ତି ଏବଂ ବନ୍ଧୁକ ପ୍ରସଙ୍ଗରେ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀ ଦାସ ତାଙ୍କ କହିଛନ୍ତି ଯେ, ମୁଁ ଛାତ୍ର ଜୀବନରୁ ବନ୍ଧୁକ ରଖିଥିଲି। ସୁରକ୍ଷା ପାଇଁ ନୁହେଁ ବରଂ ସୌଖୀନ ପାଇଁ ବନ୍ଧୁକ ରଖିଥିଲେ। ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ରଖିଛି। ଏହା ଦୋଷ ନୁହେଁ।…

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗନ୍ତ କଣ୍ଟିଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା…

କରୋନାର ନୂଆ ନାଁ ‘କୋଭିଡ୍‌-୧୯’

ବେଜିଂ: ସାରା ବିଶ୍ବରେ ନିଜର କାୟା ବିସ୍ତାର କରି ଲୋକଙ୍କୁ ଅଣାୟତ୍ତ କରିଥିବା କରୋନା ଭାଇରସ୍‌ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇ ସାରିଥିବା ବେଳେ ଏଥିରେ ୪୩ ହଜାରରୁ ଉର୍ଦ୍ଧ ଲୋକଙ୍କ ଆକ୍ରାନ୍ତ ଅଛନ୍ତି। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ମହାମାରୀ ସୃଷ୍ଟି କରିଥିବା ଏହି କରୋନା ଭାଇରସ୍‌ର ନୂଆ ନାଁ ‘କୋଭିଡ୍‌-୧୯’…

ସମ୍ବଲପୁର ଓ ଅନୁଗୁଳ ମଧ୍ୟରେ ଯାତାୟତ ଠପ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଳ ସିଙ୍ଗଲ ପୋଲ ଉପରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ସମ୍ବଲପୁର- ଅନୁଗୁଳ ମଧ୍ୟରେ ଯାତାୟାତ ଠପ୍‍ ହୋଇଛି। ଉକ୍ତ ଟ୍ରକଟିରେ ଧାନ ବୋଝେଇ ହୋଇରହିଥିବା ବେଳେ ସିଙ୍ଗଲ ପୋଲରେ ଏହା ଦୁର୍ଘଟଣାଗ୍ରସ୍ତ…

୧୬ରେ ଶପଥ ନେବ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ଆମ ଆଦମୀ ପାର୍ଟି। ବହୁମତ ହାସଲ କରି ଆଦମୀ ପାର୍ଟି ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ଦିଲ୍ଲୀର ଜନତା କେଜ୍ରିଓ୍ବାଲଙ୍କୁ ପୁଣିଥରେ ଦିଲ୍ଲୀ ସିଂହାସନରେ ବସାଇଛନ୍ତି। ଆସନ୍ତା ୧୬ ତାରିଖ ରବିବାର ଦିନ କେଜରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଏସସିବି ସଂପ୍ରସାରଣ, ତୃତୀୟ ପର୍ଯ୍ୟାୟ…

କଟକ: କଟକ ଜିଲ୍ଳରେ ଏସସିବି ସଂପ୍ରସାରଣ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀହାଟଛକ ସ୍ଥିତ ହିନ୍ଦ୍‍ ସିନେମା ହଲ୍‍ ପଛ ପଟ ତାଳଦଣ୍ଡା କେନାଲ ରାସ୍ତାରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଭଙ୍ଗାଯିବା ସହ କ୍ଲବ…

ଆପ୍‌ ବିଧାୟକଙ୍କୁ ଗୁଳିମାଡ, କର୍ମୀଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆମ୍‌ ଆଦ୍‌ବୀ ପାର୍ଟି ବିଧାୟକ ମହରୌଲିର ନରେଶ ଯାଦବଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ସାଥୀରେ ଥିବା ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି।…

ବାଇକ୍‌କୁ ଧକ୍କାଦେଲା ହାଇଓ୍ବା, ଜଣେ ମୃତ

ଯାଜପୁର: ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କରଡାପାଳ ଗ୍ରାମର ତନ୍ମୟ ବରାଳ। ମୃତ୍ୟୁକୁ ନେଇ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକ ଓ ସ୍ଥାନୀୟବାସିନ୍ଦା । ମିଳିଥିବା ସୂଚନା ଅନୁସାରେ,  ଆଜି ସକାଳୁ ନିଜ କାମକୁ ଯାଉଥିବା ବେଳେ ଗୋପବନ୍ଧୁ ମାର୍ଗ ନିକଟରେ ତନ୍ମୟଙ୍କ ବାଇକ୍…