କରୋନା ଭାଇରସ୍: ହୁବେଇ ମୁଖ୍ୟଙ୍କୁ…
ବେଜିଂ: ଦିନକୁ ଦିନ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା। ଏହି ଭାଇରସ୍ ଚାଇନାର ହୁବେଇ ପ୍ରଦେଶରୁ ସୃଷ୍ଟି ହୋଇଥିଲା ଯାହା ଏବେ ସାରା ବିଶ୍ବରେ ଭୟ ସୃଷ୍ଟି କରିଛି। କରୋନା ଭାଇରସକୁ ମୁକାବିଲା କରିବାରେ ହୁବେଇ ପ୍ରଦେଶର ମୁଖ୍ୟ ବିଫଳ ହୋଇଥିବାରୁ ଆଜି ଚାଇନାର କ୍ଷମତାସୀନ…