Odisha Link
Bridging the Missing Links in Odisha
Daily Archives

February 13, 2020

ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ…

ଶ୍ରୀନଗର: ପୁଣି ପୁଲ୍‌ଓ୍ଵାମା ଭଳି ଆକ୍ରମଣ କରିପାରେ ‘ଜୈଶ୍‌-ଏ-ମହମ୍ମଦ’ର ‘ଗଜନବି ଫୋର୍ସ’। ‘ଜୈଶ୍‌-ଏ-ମହମ୍ମଦ’ ଆତଙ୍କବାଦୀ ସଂଗଠନ ‘ଗଜନବି ଫୋର୍ସ’ ନାମରେ ଏକ ନୂଆ ଦଳ ଗଠନ କରିଛି ଯାହାର ନଜର ସେନା ସୁରକ୍ଷା ବଳଙ୍କ ଉପରେ ରହିଛି। ଏହି ‘ଗଜନବି ଫୋର୍ସ’କୁ ଆତଙ୍କବାଦୀ ଆକ୍ରମଣ ପାଇଁ ଉତ୍ତମ ତାଲିମ…

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ…

ଭୁବନେଶ୍ବର: ଗତକାଲି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନକୁ ଦାୟୀ କଲା ବିଜେପି। ଏସପି ନଭେଟିବାରୁ ନିରୁତ୍ସାହିତ ହୋଇ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଫାଇଭଟି ଓ ମୋ…

ଖସିଲା ରେଳ ଷ୍ଟେସନ ଓଭରବ୍ରିଜ ଛାତ

ଭୋପାଳ : ଆଜି ସକାଳେ ଭୋପାଳ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳ ଷ୍ଟେସନରେ ଥିବା ଫୁଟ୍‌ ଓଭରବ୍ରିଜର ଏକ ଅଂଶ ଖସିପଡ଼ିବାରୁ ୬ ଯାତ୍ରୀ ଆହତ ହୋଇଛନ୍ତି। ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍‌ର ଛାତ ଖସିପଡିଛି। ଛାତ ଖସିବା ପରେ ଭୟରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ…

ଗଞ୍ଜାମ ଦୁର୍ଘଟଣା ପାଇଁ ଶକ୍ତି ବିଭାଗ…

ଭୁବନେଶ୍ବର: ଗଞ୍ଜାମ ବସ୍‌ ଦୁର୍ଘଟଣାର ଅନୁଧ୍ୟାନ ପରେ ବ୍ରହ୍ମପୁର ମେନ୍ଦ୍ରାଜପୁରରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି ଦୋଷ ନାହିଁଁ। ଶକ୍ତି ବିଭାଗର ଦୋଷ ଦୁର୍ବଳତା ରହିଛି।…

ନିର୍ଭୟା ମାମଲା : ପୁଣି ଘୁଞ୍ଚିଲା ପୃଥକ…

ନୂଆଦିଲ୍ଲୀ : ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ନିର୍ଭୟା ମାମଲାର ଦୋଷୀଙ୍କୁ ପୃଥକ୍‌ ଭାବେ ଫାଶୀ ଦେବା ନିମନ୍ତେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଆସନ୍ତାକାଲି କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ମାମଲାର…

ଅନୁପ ସାଏ ଗିରଫ

ଭୁବନେଶ୍ବର:  ବିଜେଡି ନେତା ଅନୁପ ସାଏଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ। ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗର ସାଇ ମନ୍ଦିରରୁ ଉଠାଇ ନେଇଛି ଛତିଶଗଡ ପୋଲିସ। ୨୦୧୬ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି। ଅନୁପଙ୍କ ଗିରଫ…

ରାଜ୍ୟରେ ଚାଲିଛି କ୍ୟୁ ନେଟ୍‌ ଠକେଇ,…

ଭୁବନେଶ୍ୱର: ଯଦି ଅପାଣ କ୍ୟୁ-ନେଟ୍‌ ସଂସ୍ଥାରେ ଅର୍ଥ ବିନିଯୋଗ କରୁଛନ୍ତି ତାହାଲେ ସାବଧାନ ହେଇ ଯାଆନ୍ତୁ କାରଣ ଆପଣଙ୍କ କଷ୍ଟ ଉପାର୍ଜିତ ଧନ ସବୁ ପାଣିରେ ପଡ଼ିବ। ଏହା ଏକ ଠକ ସଂସ୍ଥା। ଏମିତି ସତର୍କବାଣୀ ଦେଇଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଲୋକ ସଚେତନତା ଲାଗି ଏକ ଆଡଭାଇଜରି…

ନିର୍ଭୟା ମାମଲା : ବିନୟର ରାଜକ୍ଷମା…

ନୁଆଦିଲ୍ଲୀ: ନିର୍ଭୟା ଦୋଷୀ ବିନୟର ରାଜକ୍ଷମା ପିଟିସନ ଖାରଜ। ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବିନୟ। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି…

ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଯୁବକ ଜଣଙ୍କ ନିଜେ ରାଗିଂର ଶିକାର ହୋଇଥିବା କହିଛନ୍ତି। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ କରୁଛନ୍ତି ଯୁବକ। ନିଜକୁ ପ୍ରଥମ…

ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି ୭.୫୯%…

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ ଆଧାରରେ ଆକଳନ କରାଯାଉଥିବା ଖୁଚୁରା ମୁଦ୍ରାସ୍ପୀତି ଜାନୁଆରୀ ମାସରେ ୭.୫୯% ପହଞ୍ଚିଛି। ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ପୀତି। ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟେଲିକମ୍‌ ଟାରିଫ୍‌ ବୃଦ୍ଧି କାରଣରୁ ମୁଦ୍ରାସ୍ପୀତି ବୃଦ୍ଧି ହୋଇଥିବା…