Odisha Link
Bridging the Missing Links in Odisha
Daily Archives

February 13, 2020

ପାର୍ଥୀଙ୍କୁ ଅପରାଧିକ ତଥ୍ୟ ଦେବାକୁ…

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ପାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ। ସବୁ ରାଜନୈତିକ ଦଳକୁ ଅପରାଧିକ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ନିର୍ବାଚନ ଲଢୁଥିବା ପାର୍ଥୀଙ୍କ ତଥ୍ୟ ନିଜ ଓ୍ବେବସାଇଟ୍‌ରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ପାର୍ଥୀ ଘୋଷଣାର ୭୨…

ଯୁବକଙ୍କୁ ପିଟିପିଟି ମାରିଦେଲେ!

ବାଲେଶ୍ବର: ଗୋଷ୍ଠୀ ସଂଘର୍ଷ ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସିଂଲା ଥାନା ସାର୍ଥା ବଜାରରେ ପିଟିପିଟି ହତ୍ୟା କରିଛନ୍ତି। ସାମାନ୍ୟ ବଚାସାରୁ ସଂଘର୍ଷ ହୋଇଥିଲା। ଗୁରୁତର ଯୁବକଙ୍କ କଟକ ଏସସିବିରେ ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପାଇ…

ଆଜି ସୁପ୍ରିମକୋର୍ଟରେ ବିନୟର ରାଜକ୍ଷମା…

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଉପରେ ଶୁଣାଣି ହେବ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଦୋଷୀ ବିନୟ ଶର୍ମା। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି ଖଣ୍ଡପୀଠ ଏହି ମାମଲାର…

ଦବିଗଲା ନିର୍ମାଣଧୀନ ରେଳରାସ୍ତା

କେନ୍ଦ୍ରପାଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇ ପଟକୁ ଧସିଯାଇଛି। ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛି। ଘର ଉପରକୁ ମାଟି ମାଡି ଆସିଛି। ପକ୍କା ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ନେଇ ଏହି ୩ ପରିବାର ସମେତ…

କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ଟପିଲା…

ବେଜିଂ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ‘କରୋନା’ ଭାଇରସ୍। ଗୁରୁବାର ସୁଦ୍ଧା କରୋନା ଯୋଗୁଁ ଚୀନରେ ମୃତ୍ୟୁସଂଖ୍ୟା ୧୩୬୧ରେ ପହଞ୍ଚିଥିବାବେଳେ ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ ଘଟିଛି। ଚୀନ୍ ମେନଲାଣ୍ଡରେ ସବୁଠାରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ୧୫ ହଜାରରୁ ଉର୍ଦ୍ଧ ଲୋକ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା…

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍‌ପର୍‌ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ…

ଟ୍ରକ୍‌କୁ ପିଟିଲା ବସ୍‌; ୧୪ ମୃତ, ୨୫…

ଫିରୋଜାବାଦ: ଗତକାଲି ବିଳମ୍ବିତ ରାତ୍ରୀରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଏକ ବସ୍‌ ଏକ ଟ୍ରଲର୍‌ ଟ୍ରକ୍‌ ପଛରେ ଧକ୍କା ଖାଇବାରୁ ଅନ୍ୟୂନ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୧ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ୪୦ଜଣ ଯାତ୍ରୀଙ୍କୁ ନେଇ ଘରୋଇ ବସ୍‌ଟି ଦିଲ୍ଲୀରୁ ବିହାରର ମୋତିହାରି ଅଭିମୁଖେ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡ଼ିରୁ ଲକ୍ଷେ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କ ହିଲ ଟାଉନ ଭଡା ଘର ସାମ୍ନାରୁ ବୋଲେରୋ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଜବତ ହୋଇଥିବା ଜଣାପଡିଛି। ସେପଟେ ଯୋଗାଣ ଅଧିକାରୀ ମିଲରମାନଙ୍କଠାରୁ ଟଙ୍କା ନେଇ…

କାଲିଠୁ ଷୋଡ଼ଶ ବିଧାନସଭାର ତୃତୀୟ…

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ…