ନିର୍ଭୟା ମାମଲା: ଦୋଷୀ ବିନୟର ପିଟିସନ୍ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିର୍ଭୟା ମାମଲାର ଅଭିଯୁକ୍ତ ଦୋଷୀ ବିନୟ ଶର୍ମାର ପିଟିସନ୍ ଖାରିଜ କରି ଦେଇଛନ୍ତି। ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ଦୋଷୀ ବିନୟ। ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଦୋଷୀ ବିନୟର ମାନସିକ ଅବସ୍ଥା ଠିକ୍ ଅଛି। ମେଡିକାଲ ରିପୋର୍ଟରେ ବିନୟ ସୁସ୍ଥ ଥିବା କହିଲେ ସୁପ୍ରିମକୋର୍ଟ। ଏହାପରେ ବିନୟର ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
Supreme Court also said in its order, that the medical reports said that Vinay is psychologically fit and his medical condition is stable.
The Apex Court dismissed his petition, finding it devoid of merit. https://t.co/uQEv1iM9OL
— ANI (@ANI) February 14, 2020
Comments are closed.