Odisha Link
Bridging the Missing Links in Odisha
Daily Archives

February 14, 2020

ଡ୍ୟୁଟି ବେଳେ ମାତାଲ ହେଲେ କନଷ୍ଟେବଲ

ବାରିପଦା: ହିଙ୍ଗୁଳା ପୂଜା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ମୁତୟନ ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ କନଷ୍ଟେବଲ୍ ମାତାଲ୍‌ ଅବସ୍ଥାରେ ଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କନଷ୍ଟେବଲ୍‌ଜଣକ ନିଜକୁ ସମ୍ଭାଳିବା ପରିସ୍ଥିତିରେ ନ ଥିବା ବେଳେ ସେ…

ନିର୍ଭୟା ମାମଲା: ଦୋଷୀ ବିନୟର ପିଟିସନ୍…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ନିର୍ଭୟା ମାମଲାର ଅଭିଯୁକ୍ତ ଦୋଷୀ ବିନୟ ଶର୍ମାର ପିଟିସନ୍‌ ଖାରିଜ କରି ଦେଇଛନ୍ତି। ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ଦୋଷୀ ବିନୟ। ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଦୋଷୀ ବିନୟର ମାନସିକ ଅବସ୍ଥା ଠିକ୍‌…

କେମିତି, କାହିଁକି ହତ୍ୟା ?

ଭୁବନେଶ୍ୱର: କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ରହସ୍ୟ ଉପରୁ ପର୍ଦ୍ଧା ଉଠାଇଛି ଛତିଶଗଡ଼ ପୁଲିସ। ରାୟଗଡ଼ ପୁଲିସର ସୂଚନା ଅନୁଯାୟୀ, ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ…

AGR ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟେଲିକମ୍‌ କମ୍ପାନୀମାନେ ବକେୟା ପଇସା ଦେଇ ନଥିବାରୁ କେନ୍ଦ୍ର ସରକାର ଏବଂ ଟେଲିକମ କମ୍ପାନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଏହାପରେ ଟେଲିକମ କମ୍ପାନୀମାନଙ୍କ ଏମଡିଙ୍କ ବିରୋଧରେ କୋର୍ଟ…

ଆମ୍ବୁଲାନ୍ସ ଟ୍ରାଫିକ୍‌ ଟ୍ରାଜେଡି ମିଛ ?

ଭୁବନେଶ୍ବର: ଗତ କିଛି ଦିନ ତଳେ ଟ୍ରାଫିକ ଜାମ ପାଇଁ ଆମ୍ବୁଲାନ୍ସରେ ଥିବା ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ବୋଲି  କମିଶନରେଟ ପୁଲିସ ପରୋକ୍ଷରେ କହିଛି। ଘଟଣା ଦିନର ଆମ୍ବୁଲାନ୍ସ ଟାଇମିଂ ଦେଇ କମିଶନରେଟ ପୁଲିସ ଏହାକୁ ମିଛ ବୋଲି ଦର୍ଶାଇଛି।  ଆମ୍ବୁଲାନ୍ସଟି ଘଟଣା ଦିନ …

କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ନବୀନ ସରକାରଙ୍କ ମୋ ସରକାର ଓ ଫାଇଭ-ଟିକୁ ବେଶ୍ ପ୍ରଶଂସା କରିଥିଲେ। କହିଲେ ଲୋକଙ୍କ ସୁବିଧା ପାଇଁ ମୋ ସରକାର କରାଯାଇଛି । ୫ଟି ଦ୍ୱାରା ସରକାର…

‘ମଲଙ୍ଗ’ ସିନେମା ଦେଖି ରାଗିଗଲେ ଗୋଆ…

ମୁମ୍ବାଇ : ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ସିନେମା ମଲଙ୍ଗ ଗତ ଶୁକ୍ରବାର ସିନେପରଦାକୁ ଆସି ସାରିଛି । ସିନେମାଟି ଗୋଆର ପାର୍ଟି କଲଚର୍‌ ଓ ରେବ୍‌ ପାର୍ଟିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନ ସିନେମାଟି ପାଖାପାଖି ୪୦ କୋଟି ଆୟ କରିସାରିଛି। ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ…

ପୁଣି ସ୍କୁଲ୍‌ ବ୍ୟାଗ୍‌ ତାଗିଦ

ଭୁବନେଶ୍ବର: ପୁଣି ସ୍କୁଲ୍‌ ବ୍ୟାଗ୍‌ ଓଜନକୁ ନେଇ ତାଗିଦ। ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ ଓଜନ କମ୍‌ ପ୍ରସଙ୍ଗରେ ପୁଣି ଗଣଶିକ୍ଷା ବିଭାଗର ଚିଠି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରଛନ୍ତି ଗଣଶିକ୍ଷା ସଚିବ। ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ ଚିଠି ଲେଖିଛନ୍ତି…

ଭିଜିଲାନ୍ସ ଜାଲରେ ପିଏଚ୍‌ଡି ସହକାରୀ…

ବଲାଙ୍ଗିର: ବଲାଙ୍ଗୀର ପିଏଚଡି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ଦୁରିଆଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାପଡିଛି। ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ବଲାଙ୍ଗୀର ଅଫିସ ସହ ବାରିପଦାରେ ଥିବା ପୈତୃକ…

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…