Odisha Link
Bridging the Missing Links in Odisha
Daily Archives

February 14, 2020

ପୁଲଓ୍ବାମା: ୬୧ ହଜାର କିମି ଯାତ୍ରା କଲେ,…

ଶ୍ରୀନଗର: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା…

ରାହୁଲ କହିଲେ ‘ପୁଲଓ୍ବାମା…

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ୨୦୧୯ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା…

ଆମେରିକା ସେନା ଶିବିର ଉପରକୁ ଇରାକର ରକେଟ…

କିର୍‌କୁକ : ଗତକାଲି ରାତିରେ ଉତ୍ତର-ଇରାକର କିର୍‌କିକୁଠାରେ ଥିବା ଆମେରିକା ସେନା ଶିବିର ଉପରକୁ ରକେଟ ଆକ୍ରମଣ ହୋଇଛି। ଏହି ରକେଟ ଆକ୍ରମଣରେ କେହି ମୃତାହତ ହୋଇଥିବା ନେଇ ରିପୋର୍ଟ ମିଳିନାହିଁ। ଗତ ଡିସେମ୍ବର ୨୭ରେ ଇରାକ୍‌ ସ୍ଥିତ ଆମେରିକା ସେନା ଶିବିର ଉପରେ ମଧ୍ୟ ରକେଟ ଆକ୍ରମଣ ହୋଇଥିଲା। କାଟେବ…

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ…

ମୋରଡା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି ସୂଚନାଅନୁସାରେ, ଆଜି ସକାଳୁ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ…

ଅନୁପ ନାଁରେ ସଙ୍ଗୀନ ଦଫା

ଭୁବନେଶ୍ବର: ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ଛତିଶଗଡ ପୋଲିସର ବଡ ସୂଚନା। ଛତିଶଗଡ ପୋଲିସର କହିବା ଅନୁଯାୟୀ ୨୦୧୬ ମସିହାର ମା ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ। ଏବଂ ଏହି ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ପୋଲିସ ପ୍ରମାଣ ପାଇଥିବା ସୂଚନା ମିଳିଛି।…

ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି…

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ। ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ। ଆଉ…

ଶପଥ ଗ୍ରହଣ ଉତ୍ସବକୁ କୁନି…

ନୂଆଦିଲ୍ଲୀ: ଆସନ୍ତା ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ। ଏଥି ନେଇ ପାର୍ଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି, ଏଥର ଦିଲ୍ଲୀ ରାଜ୍ୟ ସରକାରଙ୍କ…

ଏସସିବି ସମ୍ପ୍ରସାରଣ, ଆଜି ଚତୁର୍ଥ…

କଟକ: କଟକ ଜିଲ୍ଲାରେ ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି। ଚୂନଭାଟି ରାସ୍ତାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଉଚ୍ଛେଦ କରାଯାଉଛି। କେନାଲର ଉଭୟ ପଟରେ ଥିବା ରାସ୍ତା କଡ଼ ଦୋକାନ, କ୍ଲବ, ମନ୍ଦିର ଆଦି ଭଙ୍ଗା ଯାଉଛି।

ଦେବାଶିଷ ପଣ୍ଡା ହେଲେ କେନ୍ଦ୍ର ଆର୍ଥିକ…

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ଦେବାଶିଷ ପଣ୍ଡାଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଣ୍ଡା ୧୯୮୭ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ। ଏବେ ସେ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି।…

କରୋନା ଆତଙ୍କ: ଦିନରେ ୨୫୪ ଜଣଙ୍କର…

ବେଜିଂ: ଚୀନରେ ମହାମାରୀ ରୂବ ନେଇ ଅଣାୟତ୍ତ କଲାଣି କରୋନା ଭାଇରସ। ଚୀନରେ କରୋନାରେ ଗୋଟିଏ ଦିନରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାରକୁ ପହଞ୍ଚିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବାଇର ବୋଲି ଜଣାପଡିଛି। ଚୀନ ସରକାର ଗତକାଲି ସୂଚନା ଦେଇ କହିଛନ୍ତି ଯେ, ଗତ ଦୁଇ…