କଟକରେ ସର୍ବାଧିକ ଭିକାରୀ

ଭୁବନେଶ୍ୱର: ଓଡ଼ିଶାରେ ମୋଟ ୫୯୫୦ଜଣ ଭିକାରୀ ଅଛନ୍ତି। ତନ୍ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ଜଣ ଭିକାରୀ ଅଛନ୍ତି। ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୫୪୫, ସୁନ୍ଦରଗଡ଼ରେ ୪୨୩ , ପୁରୀରେ ୩୬୬ ଓ ଖୋର୍ଦ୍ଧାରେ ୧୯୭ଜଣ ଭିକାରୀ ଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
Comments are closed.