Odisha Link
Bridging the Missing Links in Odisha
Daily Archives

February 15, 2020

ଶ୍ରୀ ମନ୍ଦିରରେ ସୁଡଙ୍ଗ ନାହିଁ : ଅଜୟ…

ପୁରୀ: ଗଙ୍ଗାମାତା ମଠରେ ଥିବା ସୁଡଙ୍ଗ ପ୍ରସଙ୍ଗରେ ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିକିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀ ମନ୍ଦିର ଭିତରୁ ଏଭଳି କୌଣସି ସୁଡଙ୍ଗ ଥିବା ପ୍ରମାଣ ନାହିଁ। କୌଣସି ସୁଡଙ୍ଗ ସହ ସଂଯୋଗ ଥିବା ସୁଡଙ୍ଗର ମଧ୍ୟ ପ୍ରମାଣ ନାହିଁ। ଯଦି ସୁଡଙ୍ଗ ଥିବା ଉପରେ…

କଟକରେ ସର୍ବାଧିକ ଭିକାରୀ

ଭୁବନେଶ୍ୱର: ଓଡ଼ିଶାରେ ମୋଟ ୫୯୫୦ଜଣ ଭିକାରୀ ଅଛନ୍ତି। ତନ୍ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ଜଣ ଭିକାରୀ ଅଛନ୍ତି। ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୫୪୫, ସୁନ୍ଦରଗଡ଼ରେ ୪୨୩ , ପୁରୀରେ ୩୬୬ ଓ…

ପୁଣି ବିଧାନସଭା ମୁଲତବି

ଭୁବନେଶ୍ବର: ପୁଣି ମୁଲତବି ହେଲା ବିଧାନସଭା। ଆଜି ବିଧାନସଭା ଆରମ୍ଭରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ପ୍ରଦର୍ଶନ ଯୋଗୁଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ଜୋରଦାର ହଟ୍ଟଗୋଳ…

ବିଦ୍ୟୁତ ସୁରକ୍ଷା ନେଇ ଶକ୍ତି ବିଭାଗର…

ଭୁବନେଶ୍ବେର :  ସମ୍ବେଦନ ଶୀଳ ବିଦ୍ୟୁତ ସରବରାହ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତ ରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ସମସ୍ତ ଜିଲ୍ଲା ପାଳ ଓ ଆରକ୍ଷୀ ଅଧୀକ୍ଷକ…

ତୁର୍କୀକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ: ତୁର୍କୀକୁ ଚେତାବନୀ ଦେଇଛି ଭାରତ। କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ଏରୁଦୁଆନ୍‌ଙ୍କୁ ଭାରତ ସମାଲୋଚନା କରିଛି। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ତେଣୁ, ଏହା ଭାରତର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ଭାରତର ବୈଦେଶିକ…

ପୁଣି ପ୍ରଶ୍ନପତ୍ର ଲିକ୍!

ଭୁବନେଶ୍ବର: ପୁଣି ସମ୍ବଲପୁର ବିଶ୍ବବିଦ୍ୟାଳର ଆଜିର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସନ୍ଦେହ ହେଉଛି। ଯୁକ୍ତ ତିନି ସେମିଷ୍ଟାର ଆଜିର ଗଣିତ (ସମ୍ମାନ) ପ୍ରଶ୍ନ ପତ୍ରଲିକ୍‌ ହୋଇଛି। ବିଭିନ୍ନ କଲେଜକୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି। ଆଜି ଦିନ ୧୧ ଟାରୁ ୧୨ଟା ୩୦ ମଧ୍ୟରେ…

ଋତୁସ୍ରାବର ପ୍ରମାଣ ଦେବାକୁ ଅନ୍ତବସ୍ତ୍ର…

ଭୁଜ୍‌: ଗୁଜରାଟ ଭୁଜ ସ୍ଥିତ ଏକ କଲେଜ୍‌ରେ ଋତୁସ୍ରାବ ପ୍ରମାଣ ଦେବାକୁ ଅନ୍ତର୍ବସ୍ତ୍ର ଖୋଲିବାକୁ କହିଛନ୍ତି ଅଧ୍ୟକ୍ଷା। ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ସବୁଆଡେ ଆଲୋଡ଼ନ ସୃଷ୍ଟି କରିଛି। ୬୮ ଜଣ ଛାତ୍ରୀ ଉଲଗ୍ନ ହୋଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି। ଅହମ୍ମଦାବାଦ ମିରର…

୧୧ କେଭି ତାର ସଂସ୍ପର୍ଶରେ ଆସି ହାଇୱା…

କେନ୍ଦ୍ରାପଡ଼ା: ୧୧ କେଭି ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭରଙ୍କର ଜୀବନ ଯାଇଛି। ଏମିତ ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ। ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।…

ନର୍ସଙ୍କୁ ଆକ୍ରମଣ ଘଟଣା; ଆନ୍ଦୋଳନକୁ…

ବଲାଙ୍ଗିର : ବଲାଙ୍ଗୀରର ଭୀମଭୋଇ ହସ୍ପିଟାଲରେ ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ କରିବା ଘଟଣାରେ ଆଜି ନର୍ସ ଓ ପାରା ମେଡିକାଲ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ଦାବି କରିଛନ୍ତି ଯେ, ଆମେ କ’ଣ ମାଡ଼ ଖାଇବାକୁ ଚାକିରି କରିଛୁ। ରୋଗୀ ସେବା କରି ବି ମାଡ଼ ଖାଉଛୁ।…

ଫେରିଗଲା ବର ଅଧାରେ ରହିଲା ବାହାଘର

ସୋର: ବାହାଘର ପାଇଁ ବାଜା, ରୋଷଣି ଧରି ଗାଁ ଦାଣ୍ଡ ଦୁଲୁକାଇ ବରଯାତ୍ରୀ ଆସୁଥିଲା। କିଛି ସମୟ ପରେ ମନ୍ତ୍ର ଧ୍ୱନିରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଅଧାରେ ରହିଗଲା ବାହାଘର। ଅଧା ପ୍ରୋସେସନ୍‌ରୁ ଫେରିଗଲେ ବର ଓ ବରଯାତ୍ରୀ। କନ୍ୟା ନାବାଳିକା ଥିବାରୁ ଏହି ବିବାହ ଅଧାରୁ ବନ୍ଦ କରାଯାଇଛି। ଏଭଳି ଘଟଣା…