Odisha Link
Bridging the Missing Links in Odisha
Daily Archives

February 17, 2020

ନିର୍ଭୟା ମାମଲା: ଦୋଷୀଙ୍କୁ ମାର୍ଚ୍ଚ ୩ରେ…

ନୂଆଦିଲ୍ଲୀ: ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ। ଆଜି ତୃତୀୟ ଥର ପାଇଁ ଏହି ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି। ଫାଶି ପାଇଁ ନୂଆ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ। ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ…

ଭ୍ୟାନ ଓ ଟ୍ରକ ମୁହାଁମୁହିଁ, ୭ ମୃତ

ଉନ୍ନାଓ : ଭ୍ୟାନ ଓ ଟ୍ରକର ମୁହାଁମୁହିଁ ଧକ୍କାରେ ଭ୍ୟାନରେ ନିଆଁ ଲାଗି ୭ ଜଣ ଲୋକ ଜିଅନ୍ତା ଜଳିଯାଇଛନ୍ତି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଉନ୍ନାଓ-ହରଦୋଇ ମାର୍ଗରେ ବାଙ୍ଗରମଉ କୋତବାଲୀ କ୍ଷେତ୍ର ଅନ୍ତର୍ଗତ ନସିରାପୁର ଗାଁ ନିକଟରେ। ମୃତକଙ୍କ ମଧ୍ୟରେ ଭ୍ୟାନରେ ଚାଳକ ସମେତ ୨ ଯୁବକ, ୨ ଶିଶୁ, ୨…

୧୮ କିମି ପାହାଡିଆ ରାସ୍ତାରେ…

କୁଲ୍ଲୁ: କଥାରେ ଅଛି ରଖିଲେ ଶିବ ମାରେ କିଏ। ଠିକ୍‌ ସେହିଭଳି ଜଣେ ଗର୍ଭବତୀ ମହିଳା ଅସୁବିଧାରେ ଥିବାବେଳେ ଗାଁ ଲୋକ ତାଙ୍କୁ ବିପଦରେ ସାହାଯ୍ୟ କରିଛନ୍ତି। ଏଭଳି ଏକ ଘଟଣା ଆସିଛି ହିମାଚଳ ପ୍ରଦେଶର କୁଲ୍ଲୁ ଅନ୍ତର୍ଗତ ଶକ୍ତି ଗାଁରୁ। ହସ୍ପିଟାଲ ଓ ସଡ଼କ ସୁବିଧା ନଥିବାରୁ ଗାଁର କିଛି ମହିଳା ଜଣେ…

ବୋନି ଓ ସଲ୍‌ମାନ୍‌ଙ୍କ ମଧ୍ୟରେ…

ମୁମ୍ବାଇ : ବଲିଉଡରେ ସଲମାନ ଖାଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି। କିଏ ତାଙ୍କୁ ଦୟାଳୁ ଡାକନ୍ତି ତ କିଏ କିଙ୍ଗ ଖାଁ ତାଛଡ଼ା ତାଙ୍କର ଅନ୍ୟ ଏକ ନାଁ ହେଉଛି ଆଙ୍ଗ୍ରି ବୟ । ସଲମାନ ଦୟାଳୁ ସହିତ ବହୁତ ରାଗି । ସେଥିପାଇଁ ତାଙ୍କ ସହ କେହି ପଙ୍ଗା ନିଅନ୍ତି ନାହିଁ । ସିନେ ଜଗତରେ ସମସ୍ତେ…

ପ୍ରାଣ ହରାଇବା ପୂର୍ବରୁ ପୋଷ୍ଟ କରିଥିଲେ…

ଭୁବନେଶ୍ୱର: ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଥର ପାଇଁ ‘ବାଏ ବାଏ ପିପୁଲ୍’ ପୋଷ୍ଟ କରି ଗତକାଲି ରାଜଧାନୀର ଏକ ଆପାର୍ଟମେଣ୍ଟରୁ ଖସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ନାବାଳିକାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ସସ୍‌ପେନ୍ସ ବଢ଼ୁଛି। ପରିବାର ଲୋକେ କିନ୍ତୁ ଏ…

ଜନ୍ମ ହେବା କ୍ଷଣି ମୁଣ୍ଡ ଉପରେ ୧୮ ହଜାର…

ଭୁବନେଶ୍ବର: ଛୁଆ ଜନ୍ମ ହେବା କ୍ଷଣି ମୁଣ୍ଡ ଉପରେ ୧୮ ହଜାର ଋଣ। ରାଜ୍ୟର ମୁଣ୍ଡପିଛା ଋଣ ଭାର ବଢି ୧୮ ୪୯୭ ଟଙ୍କାରେ ପହଞ୍ଚିଛି। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ଦେଇଛନ୍ତି ବିଭାଗୀୟ…

ମେ ପହିଲାରେ ମହାରାଷ୍ଟ୍ରରେ ଲାଗୁ ହେବ…

ମୁମ୍ବାଇ: ଚଳିତ ବର୍ଷ ମେ ପହିଲାରେ ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଘୋଷଣା ପରେ ମହାବିକାଶ ଅଘାଡି ମେଣ୍ଟର ଅନ୍ୟ ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ ଏନସିପି ତୀବ୍ର ବିରୋଧ କରୁଥିବା ଜାତୀୟ…

ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ସ୍ଥିତ ମାଜଗାଓଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଜିଏସଟିର ଅଷ୍ଟମ ମହଲାରେ ଲାଗିଛି । ଅନ୍ୟ ମହଲାକୁ ନିଆଁ ବ୍ୟାପିପାରେ ବୋଲି ଆଶଂଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ କରୁଛି । କ୍ଷୟ କ୍ଷତିର କୌଣସି ସୂଚନା ମିଶି ନାହିଁ ।

ରାଜ୍ୟର ଅଭିବୃଦ୍ଧି ହାର କମିଲା

ଭୁବନେଶ୍ବର: କମିଲା ରାଜ୍ୟର ଅଭିବୃଦ୍ଧି ହାର। ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ଚଳିତବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ। ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ଏବଂ ଖଣିଜ କାରବାର ମାନ୍ଦା ହେତୁ ଜି.ଏସ୍.ଡି.ପି ହ୍ରାସ ପାଇଛି ବୋଲି ଉଲ୍ଲେଖ କରାଯାଇଛି।…

ନିଆଁରେ ଜଳିଗଲା ୬ ବଖରା, ମହିଳା ଜୀବନ୍ତ…

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଗ୍ୟାସରୁ ନିଆଁ ଲାଗି ୬ ବଖରା ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଜୀବନ୍ତ ଦଗ୍ଧ ହୋଇଯାଇଥିବା ମହିଳାଙ୍କ ନାଁ ପୂର୍ଣ୍ଣିମା ମହାଳିକ।…