ମାଟ୍ରିକ ପାଇଁ ତ୍ରୀସ୍ତରୀୟ ସୁରକ୍ଷା
କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ଶ୍ରରକାନ୍ତ ତରାଇ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବୋର୍ଡ ବ୍ୟାପକ ପଦକ୍ଷେପ ନେଇଛି। ଫାଇଂ ସ୍କ୍ବାର୍ଡ, ବୋର୍ଡ ଓ…