Odisha Link
Bridging the Missing Links in Odisha
Daily Archives

February 17, 2020

କରୋନା ଭାଇରସ୍: ମୃତ୍ୟୁ ସଂଖ୍ୟା ୧୭୦୦…

ବେଜିଂ: ଥମିବାର ନାଁ ଧରୁନି କରୋନା ଭାଇରସ୍‌ ସଂକ୍ରମଣ। ଦିନକୁ ଦିନ ମୃତ୍ୟୁର କାୟା ବିସ୍ତାର କରୁଛି କରୋନା ଭାଇରସ୍। ଗତକାଲି ୧୦୫ ଲୋଙ୍କର ମୃତ୍ୟୁ ହୋଇଛି। ଯାହାଫଳରେ ଚୀନରେ ଦେଖାଯାଇଥିବା ଏହି ମହାମାରୀରେ ମୃତୁସଂଖ୍ୟା ୧୭୭୦ ଛୁଇଁଛି। ହୁବେଇ ପ୍ରଦେଶର ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ଦିଆଯାଇଥିବା…

ଶାହିନ ବାଗ ଆନ୍ଦୋଳନ: ଆଜି ସୁପ୍ରିମ…

ନୂଆଦିଲ୍ଲୀ: ଆଜି ଶାହିନ ବାଗ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। ଏହା ପୂର୍ବରୁ ଫେବୃଆରୀ ୧୦ରେ ଶୁଣାଣି କରିଥିଲେ ସୁପ୍ରିମ କୋର୍ଟ। ଶୁଣାଣି କରି କହିଥିଲେ, ଲୋକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି। ମାତ୍ର, ରାସ୍ତା ଅବରୋଧ କରିବାର ଅଧିକାର ନାହିଁ।…

ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ,…

ଭୁବନେଶ୍ବର: ସରିଲା ଖଣ୍ଡଗିରିର ପ୍ରସିଦ୍ଧ ମାଘ ମେଳା। ତାସହିତ ଶେଷ ହେଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଇତିମଧ୍ୟରେ ୧୨ଟି ଯାତ୍ରା ଦଳ ଯୋଗ ଦେଇଥିବା ବେଳେ ୧୩ଟି ନାଟକ ମଞ୍ଚସ୍ଥ ହୋଇଛି। ଯାହା କି ଚଳିତ ବର୍ଷ ପାଇଁ ଏକ ରେକର୍ଡ। ଖଣ୍ଡଗିରି ଯାତ୍ରାରେ ନାଟକ ଦେଖିବାକୁ ଲୋକଙ୍କ ମନରେ ଅହେତୁକ ଆଗ୍ରହ…

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ, ଜୁନ୍‌ ଏବଂ ନଭେମ୍ବରରେ ରାଜ୍ୟସଭାରେ ମୋଟ୍‌ ୬୯ଟି ଆସନ ଖାଲି ହେବ। ହେଲେ ୫୧ରୁ ଅଧିକ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର…

ଆଜି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ସକାଳ ୯ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍ ବୈଠକରେ ଉପସ୍ଥିତ ରହିବା ପାଇଁ ଗତକାଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ…