Odisha Link
Bridging the Missing Links in Odisha
Daily Archives

February 18, 2020

ମାର୍ଚ୍ଚ ୨୯ରୁ ଆଇପିଏଲ ମହାକୁମ୍ଭ,…

ନୂଆଦିଲ୍ଲୀ: ମାର୍ଚ୍ଚ ୨୯ରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣର ଉଦଘାଟନ ମ୍ୟାଚ ମୁମ୍ବାଇଠାରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବେ ଆଇପିଏଲ ସୂଚୀ ପ୍ରକାଶ…

ରାଜ୍ୟ ବଜେଟ: କେଉଁ କ୍ଷେତ୍ର ପାଇଁ…

ଭୁବନେଶ୍ବର: ଆଜି ୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଇପ୍ୟାଡରୁ ପଢି ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ ପରିମାଣ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଆସନ୍ତୁ…

ଓଡ଼ିଶା ବଜେଟ: ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ…

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟ୍ ବ୍ୟୟ ବରାଦ ୫ ବର୍ଷରେ ୨ ଗୁଣା ହୋଇଛି। ୨୦୨୦-୨୧ ବର୍ଷ ପାଇଁ ୭,୭୦୦ କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ହୋଇଛି। ବିଜୁ…

ବଜେଟ: କୃଷି କ୍ଷେତ୍ର ପାଇଁ ୧୯ ହଜାର ୪…

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ୨୦୨୦-୨୧ ପାଇଁ କୃଷି ବଜେଟରେ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ୨୦୨୦ ଘୋଷଣା ହୋଇଛି। କାଳିଆ ଯୋଜନାରେ…

ସିଦ୍ଧାର୍ଥଙ୍କୁ ଭେଟି ଭାବପ୍ରବଣ ହେଲେ…

ମୁମ୍ବାଇ : ଟେଲିଭିଜନର ସବୁଠାରୁ ବଡ଼ ରିଆଲିଟି ଶୋ ବିଗ ବସ୍‌ ୧୩’ ଶେଷ ହୋଇଯାଇଛି । ଅନ୍ୟ ସିଜିନ ଅପେକ୍ଷା ଏହି ସିଜିନ ଅଧିକ ଚର୍ଚ୍ଚା ସାଉଁଟିଛି ।  ଶୋ’ର ଏଣ୍ଟରଟେନମେଣ୍ଟ କୁଇନ୍‌ ଶେହନାଜ୍‌ ଓ ପାରସ ଛାବ୍ରା ଏବେ କଲର୍ସରେ ଅନ୍ୟ ଏକ ଶୋ’ କରୁଛନ୍ତି । ଏହାର ନାଁ ରହିଛି ‘ମୁଝ୍‌ସେ ଶାଦୀ କରୋଗେ’।…

ଉପସ୍ଥାପିତ ହେଲା ଓଡ଼ିଶା ବଜେଟ ୨୦୨୦-୨୧,…

ଭୁବନେଶ୍ବର: ଆଜି ଅପରାହ୍ନରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ ହେଲା। ଚଳିତ ବଜେଟକୁ ପେପରଲେସ କଲେ ରାଜ୍ୟ ସରକାର। ପ୍ରଥମଥର ପାଇଁ ବିନା କାଗଜ ପତ୍ରରେ ପଢାଗଲା ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଇପ୍ୟାଡରେ ବଜେଟ ଉପସ୍ଥାପନା କଲେ। ତେବେ ଗ୍ରୀନ ବଜେଟ ପାଇଁ…

ତେଲେଙ୍ଗାନାର ଏକ ଇଟାଭାଟିରୁ ଓଡ଼ିଆ…

ଭୁବନେଶ୍ୱର : ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଂଚଳରେ ଜଣେ ଠିକାଦାର ସେମାନଙ୍କୁ ମଜୁରି ନଦେଇ ଯୋର ଜବରଦସ୍ତ ଅଟକାଇ କାମ କରାଉଥିଲେ ଏବଂ ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଆଜି ସେମାନଙ୍କୁ…

ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ବର: ବିଧାନସଭାରେ ଆରମ୍ଭ ହେଲା ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା। ବିଜେଡି ସରକାରରଙ୍କ ପଞ୍ଚମ ପାଳିର ଏହା ଦ୍ବିତୀୟ ଆର୍ଥିକ ବଜେଟ୍‌। ଏହି ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରୁଛନ୍ତି। ଏଥର ରାଜ୍ୟ ବଜେଟ  ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ ତେଣୁ ବଜେଟ…

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର : ଭୁବନେଶ୍ୱର ରେ ‘ବଡ଼ବାଗ ଶାଢୀ ଦିବସ’ ରୂପେ ପାଳନ କରାଗଲା । ଜଗତ୍‌ସିଂହପୁର ଜିଲ୍ଲାର ବଡ଼ବାଗ ଅଂଚଳରେ ସରୁ ସିଙ୍ଗଲ୍ ସୁତାରେ ଏହି ଶାଢୀ ପ୍ରସ୍ତୁତ କରାଯାଏ, ଯାହାର ଦେହ ଓ ଆଂଚଲ୍‌ରେ ସ୍ୱତବ ପ୍ରକାର ବୁଟି ପକାଯାଇଥାଏ । ଏହି ଶାଢୀ ବଡ଼ବାଗ ଅଂଚଳରେ ପ୍ରସ୍ତୁତ ହେଉଥିବାରୁ ଏହା ବଡ଼ବାଗ ଶାଢୀ…

କାଲିଠୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ପିଲାମାନେ…