ଶ୍ରୀମନ୍ଦିରକୁ ମିଳିଛି ଭକ୍ତଙ୍କ ଦାନ,…
ଭୁବନେଶ୍ୱର: ଶ୍ରୀମନ୍ଦିରକୁ ୧୮୭ କୋଟି ଟଙ୍କା ଓ ୧୭ କେଜି ସୁନା ଦାନ ମିଳିଛି। ଆଜି ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଉତ୍ତର ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଜାନୁଆରୀ ୨୦୨୦ ସୁଦ୍ଧା ୧୮୭ କୋଟି ୧ ଲକ୍ଷ ୮୫…