Odisha Link
Bridging the Missing Links in Odisha
Daily Archives

February 19, 2020

ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ…

କୋଣାର୍କ: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି କପିଳେଶ୍ୱର ସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ଫର୍ମ ଫିଲପ୍‌…

ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ

ବାଲେଶ୍ବର: ଆଜି ଆରମ୍ଭ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରେ ଦେଖିବାକୁ ମିଳିଛି ନକଲି ପରୀକ୍ଷାର୍ଥୀ। ପରୀକ୍ଷା କେନ୍ଦ୍ରରୁ ଧରା ପଡିଛି ନକଲି ପରୀକ୍ଷାର୍ଥୀ। ବସ୍ତା ବ୍ଲକ ପାଉଁଶକୁଲି ଆର.ଏନ୍. ହାଇସ୍କୁଲ୍‌ରେ ଧରା ପଡିଛନ୍ତି ନକଲି ପରୀକ୍ଷାର୍ଥୀ। ଡି.ଇ.ଓ ସ୍କ୍ବାର୍ଡ ଦ୍ବାରା…

୨୬୦୦ ସ୍କୁଲରେ ନାହାନ୍ତି ହେଡସାର!

ଭୁବନେଶ୍ବର: ରାଜ୍ୟର ବିନା ପ୍ରଧାନଶିକ୍ଷକରେ ଚାଲିଛି ଅନେକ ଗୁଡ଼ିଏ ସ୍କୁଲ। ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲେ ବି ସ୍କୁଲ ଚାଲିଛି। ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ମାଲି ମକଦମା ଚାଲୁରହିଥିବାରୁ ସେସବୁ ପଦବୀ ପୂରଣ ହୋଇ ପାରୁନାହିଁ । ଆଜି…

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି…

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତି ମାଲିୱାଲ ସ୍ବାମୀ ନବୀନ ଜୟହିନ୍ଦଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ନିଜର ଟ୍ବିଟ୍‌ର ଆକାଉଣ୍ଟରେ ସ୍ବାତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ଆବେଗଭରା ଟ୍ବିଟ୍‌ ପୋଷ୍ଟ କରି ସେ ଏ ବିଷୟରେ ଜଣାଇଛନ୍ତି। ସ୍ବାତି ଟ୍ବିଟ୍‌ରେ ଲେଖିଛନ୍ତି, ନିଜ…

ଉଚ୍ଛେଦକୁ ବିରୋଧ କରି ସାଲିଆ ସାହିରେ…

ଭୁବନେଶ୍ୱର: ଭୁବନେଶ୍ବର ସାଲିଆ ସାହିରେ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦକୁ ନେଇ ଆଜି ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏପରିକି ପୁଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।…

ସାମ୍ନାକୁ ଆସିଲା ’83’ରେ…

ମୁମ୍ବାଇ: ରଣବୀର ସିଂହଙ୍କ ଅପ୍‌କମିଂ ଫିଲ୍ମ ‘83’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମର ଲିଡ୍‌ ହିରୋଇନ୍‌ ଦୀପିକାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ‘83’ ଫିଲ୍ମରେ ସେ ମହାନ କ୍ରିକେଟ୍‌ର କପିଲ୍‌ ଦେବଙ୍କ ପତ୍ନୀଙ୍କ…

ଭାରତ ପଞ୍ଚମ ବଡ଼ ଅର୍ଥନୀତି: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି। ୨୦୧୯ରେ ଭାରତର ଅର୍ଥନୀତି ବ୍ରିଟେନ ଏବଂ ଫ୍ରାନ୍ସକୁ ଅତିକ୍ରମ କରି ବିଶ୍ବର ପଞ୍ଚମ ବଡ଼ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଆମେରିକାର ୱାର୍ଲଡ ପପୁଲେସନ୍ ରିଭ୍ୟୁ ନାମକ ଏକ ସ୍ବାଧୀନ ସଂସ୍ଥା ପକ୍ଷରୁ ଏହି…

ଅଷ୍ଟ୍ରେଲିଆରେ ବିମାନ ଧକ୍କା; ୪ ମୃତ

ପର୍ଥ: ଆଜି ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ବିମାନ ବନ୍ଦର ନିକଟରେ ଘଟିଛି ବିମାନ ଦୁର୍ଘଟଣା। ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା (ଅଷ୍ଟ୍ରେଲିଆ ସମୟ) ସକାଳ…

ଶଙ୍ଖ ନାଦ ଏବଂ ପୂଜା ପାଠରେ ସବୁ ଶୁଦ୍ଧ…

ଅଯୋଧ୍ୟା: ଆଜି ଶ୍ରୀରାମ ମନ୍ଦିର ଟ୍ରଷ୍ଟର ବୈଠକ ବସିବାକୁ ଯାଉଛି। ଏଥିସହିତ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାରି ମଧ୍ୟରେ ନୂଆ ବିବାଦ ପାଇଁ ପ୍ରୟାସ କରାଯାଉଛି। ଅଯୋଧ୍ୟାର ୯ ମୁସଲମାନ ନିକଟରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ,…

ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବେ। ସାକ୍ଷାତ ପରେ ଅପରାହ୍ନ ୩ଟା.୪୫ରେ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ ବଡ଼ ଘୋଷଣା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର…