ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ: ପିନାକୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଫିସ କାର୍ଯ୍ୟରେ ହିନ୍ଦୀ ବାଧ୍ୟତାମୂଳକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ ବୋଲି ପିନାକୀ ମିଶ୍ର କହିଛନ୍ତି। ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ଏହା ଗ୍ରହଣୀୟ ନୁହେଁ। ଓଡ଼ିଶା ଲୋକେ କାହିଁକି ହିନ୍ଦୀ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଚନ୍ତି। ଏଥିସହ ଏନେଇ ଆମେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
Comments are closed.