Odisha Link
Bridging the Missing Links in Odisha
Daily Archives

February 22, 2020

“ଭାରତରେ ୧୦୦ କୋଟିରୁ ଉର୍ଦ୍ଧ୍ବ…

ମୁମ୍ବାଇ: ଚର୍ଚ୍ଚାରେ AIMIM ନେତା ଓ୍ବାରିସ୍‌ ପଠାନ। ବିବାଦୀୟ ବୟାନ ଦେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଓ୍ବାରିସ୍‌ ପଠାନ। ଏକ ଆୟୋଜିତ ସଭାରେ ଜନସାଧାରଣଙ୍କୁ ସମ୍ବୋନ୍ଧନ କରି ଓ୍ବାରିସ୍‌ କହିଥିଲେ ଯେ, ଇଟାର ଜବାବ ପଥରରେ କେମିତି ଦିଆଯାଏ ତାହା ଆମେ ଶିଖିଗଲୁଣି। କେବଳ ଆମକୁ…

ସ୍କୁଲ୍ ଯିବା ବୟସରେ ଭିକ ମାଗୁଛନ୍ତି

ପୁରୀ : ପାଠ ପଢ଼ିବାକୁ କିଏ ବା ନ ଚାହେଁ । କିନ୍ତୁ ପରିବାରର ଅଭାବ ଅନାଟନ ଯୋଗୁଁ ଅନେକ ପିଲା ହାତରେ ବହିଖାତା ପରିବର୍ତ୍ତେ ଭିକ୍ଷା ଥାଳିକୁ ଆପଣେଇ ନଉଛନ୍ତି । ପୁରୀ ବଡ଼ଦାଣ୍ଡରେ କିଛି ପିଲାଙ୍କୁ ଭିକ୍ଷା ଥାଳି ଧରି ବସିଥିବାର ଦେଖିବାକୁ ମିଳିଛି । ଅନ୍ୟ ଭିକାରୀଙ୍କ ସହିତ ଧାଡ଼ିରେ ବସି ଭିକ…

ନକଲି ପରୀକ୍ଷାର୍ଥୀ ଅଟକ

ପୁରୀ: ପୁରୀ ଜିଲ୍ଲା ବାସୁଦେବପୁର ଗ୍ରାମର କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟରୁ ଜଣେ ନକଲି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶନିବାର ପୁଲିସ ଅଟକ ରଖିଛି। ନକଲି ପରୀକ୍ଷାର୍ଥୀ ଜଣଙ୍କ ସୌମ୍ୟରଞ୍ଜନ ମହାନ୍ତି ବୋଲି ଜଣାପଡ଼ିଛି। ଖବର ପାଇ ସଦର ଥାନା ପୁଲିସ ନକଲି ପରୀକ୍ଷାର୍ଥୀ ସୌମ୍ୟରଞ୍ଜନଙ୍କୁ ଅଟକ ରଖି ପଚରାଉଚରା…

ପ୍ରଜ୍ଞାନଙ୍କୁ ଝୁରିବ ପଡ଼ିଆ

ଭୁବନେଶ୍ବର: ଗତକାଲି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା। ପ୍ରଜ୍ଞାନ ଓଝାଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଟୁଇଟର ମାଧ୍ୟମରେ ତାଙ୍କୁ ଶୁଭେଚ୍ଚା ଓ ଭବିଷ୍ୟତ ଯୋଜନା ପାଇଁ ଶୁଭକାମନାର ସୁଅ ଛୁଟୁଛି। ହେଲେ ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟୁଛି ସଚିନ ତେନ୍ଦୁଲକରଙ୍କ ଟୁଇଟ। ନିଜ ବିଦାୟୀ…

୪ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସି ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

କାଠଯୋଡ଼ି ନଦୀ ପଠାରୁ ମିଳିଲା ମୃତଦେହ

କଟକ: କଟକ କାଠଯୋଡ଼ି ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ସୂଚନାଯୋଗ୍ୟ ଯେ, ଆଜି ସକାଳେ ନଦୀ ପଠାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବାଦାମବାଡ଼ି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର…

‘ସିଏଏ’ ପ୍ରସଙ୍ଗରେ ମୋଦୀଙ୍କ ସହ ଆଲୋଚନା…

ଓ୍ଵାସିଂଟନ୍‌: ଭାରତ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠାଇବେ ବୋଲି ଗତକାଲି ଦିନ ହ୍ଵାଇଟ୍‌ ହାଉସ୍‌ କହିଛି। ଏହାସହ ହ୍ଵାଇଟ୍‌ ହାଉସ୍‌ ସ୍ପଷ୍ଟ କରି ଦେଇଛି ଯେ ଭାରତର ଗଣତାନ୍ତ୍ରିକ ପ୍ରଥା ଏବଂ ପ୍ରତିଷ୍ଠାନ…

କରୋନା ଆତଙ୍କ: ୨୩୬୦ ମୃତ

ବେଜିଂ: ଦିନକୁ ଦିନ ନିଜ କାୟା ବିସ୍ତାର କରି ଅଣାୟତ୍ତ କଲାଣି କରୋନା। କରୋନା ଭାଇରସ୍‌ରେ ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ମୃତ୍ୟୁସଂଖ୍ୟା ୨ ହଜାର୩୬୦ରେ ପହଞ୍ଚି ଥିବା ବେଳେ ୭୭୮୧୬ ଜଣ ଆକ୍ରାନ୍ତ ଅଛନ୍ତି। ଚୀନ୍ ପରେ ଦକ୍ଷିଣ କୋରିଆରେରେ ବ୍ୟାପିଲାଣି କରୋନା। କରୋନା ଭାଇରସ୍ ରେ ଦକ୍ଷିଣ କୋରିଆରେ ୩୪୬…

କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ

କଳାହାଣ୍ଡି: ଆଜି ପୋଲିସ ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି। ଭବାନୀପାଟଣା ରିଜର୍ଭ ପୋଲିସ ନିକଟରେ ମାଓ ସମୀକ୍ଷା ବୈଠକ। ବରିଷ୍ଠ ଅଧିକାରୀମାନେ ବୈଠକେରେ ସାମିଲ। କଳାହାଣ୍ଡି ସୀମାନ୍ତ ଜିଲ୍ଲାର ଏସ୍‌ପିମାନେ ମଧ୍ୟ ବୈଠକରେ ସାମିଲ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣା…

୨୪ରେ ପର୍ଯ୍ୟଟକଙ୍କୁ ତାଜମହଲ ମନା

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୨୪ରେ ତାଜମହଲ ଦର୍ଶନ କରିପାରିବେନି ସା‌ଧାରଣ ପର୍ଯ୍ୟଟକ। ଫେବୃଆରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ତାଜମହଲ ପରିଦର୍ଶନ କରିବେ। ଏହି ଅବସରରେ ସୁରକ୍ଷା ଦୃଷ୍ଟିକୋଣରୁ ସା‌ଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ବନ୍ଦ ରହିବ। ୨୪ ତାରିଖ…