Odisha Link
Bridging the Missing Links in Odisha
Daily Archives

February 22, 2020

ଅନୁମତି ଦେବାରେ ବିଳମ୍ବ କରୁଛି ଚୀନ୍‌

ନୂଆଦିଲ୍ଲୀ: ଉହାନ୍‌ରେ ଫଶି ରହିଥିବା ପ୍ରାୟ ୧୦୦ ଭାରତୀୟ ନାଗରିକଙ୍କୁ ସ୍ବଦେଶକୁ ଆଣିବାକୁ ଯିବାକୁ ଥିବା ବିମାନକୁ କ୍ଲିଅରାନ୍‌ସ୍‌ ଦେବାରେ ବିଳମ୍ବ କରୁଛି ଚୀନ୍‌। ଫେବ୍ରୁଆରି ୨୧ ତାରିଖ ଦିନ ଭାରତୀୟ ସାମରିକ ପଣ୍ୟବାହୀ ବିମାନ ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ହୁବେଇ ପ୍ରଦେଶର ରାଜଧାନୀ ଉହାନ୍‌କୁ…

ସୁବର୍ଣ୍ଣପୁର ସଡ଼କ ଦୁର୍ଘଟଣାରେ୪ ମୃତ, ୭…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମେଟାକାନୀ ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥର ମେଟାକାନୀ ଛକରେ ଏକ ଟ୍ରକ୍ ଓ ପିକଅପ୍ ମୁହାଁମୁହିଁ ଧକକା ହେବା ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର…

ଆତଙ୍କବାଦୀ ଯବାନ ମୁହାଁମୁହିଁ ; ୨…

ଶ୍ରୀନଗର: ଅନନ୍ତନାଗ ଜିଲ୍ଲାର ସଙ୍ଗମ ସହର ଅନ୍ତର୍ଗତ ଗୁନ୍ଦ ବାବା ଖଲିଲ୍‌ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ରାତିରେ ଏନ୍‌କାଉଣ୍ଟର୍‌ ବେଳେ ସେମାନେ ନିହତ ହୋଇଥିବା ଜଣାପଡ଼ିଛି। ଦୁଇ ନିହତ ଆତଙ୍କବାଦୀ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଥିଲେ। ପୁଲିସ, ସିଆର୍‌ପିଏଫ୍‌…

ଟ୍ରମ୍ପଙ୍କ ସହ ଏହି ମାନେ ମଧ୍ୟ ଭାରତ…

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ତାରିଖରେ ୨ଦୁନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ କେବଳ ସେ ନୁହେଁ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଗସ୍ତରେ ଆସିବେ। ଏଥିସହିତ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ…

ରାତି ସାରା ଟ୍ରଲିରେ ପଡିରହିଲା ଶବ

ତରଭା: ସୋନପୁର ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ବାହାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମେଡିକାଲ ବାହାରେ ସାରାରାତି ଟ୍ରଲିରେ ପଡିରହିଥିଲା ମୃତଦେହ। ବିନିକାପଡାର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ପୁଜା ସାହୁ ପୋଡି ହୋଇ ମେଡିକାଲ ଆସିଥିଲେ। ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି…

ସୁନ୍ନି ୱାକଫ୍‌ ବୋର୍ଡ ଗ୍ରହଣ କଲା ୫ ଏକର…

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ୟୁପି ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଗତକାଲି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ଥିବା ନେଇ ସୂଚନା…

ଆଜିଠାରୁ ଖେଲୋ ଇଣ୍ଡିଆ ୟୁନିଭରସିଟି…

ଭୁବନେଶ୍ବର: ଆଜିଠାରୁ ଓଡ଼ିଶାରେ ଅନୁଷ୍ଠିତ ହେବ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। କଟକର ଜବାହରଲାଲ୍‍ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‍ ସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଓ କିଟ…

ଟିଭି ଫାଟି ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ…

ସୁନ୍ଦରଗଡ: ସୁନ୍ଦରଗଡ଼ ଧରୁଆଡିହି ଲହଣ୍ଡାବୁଡ ଗାଁରେ ଅଘଟଣ ଘଟିଛି। ଗତକାଲି ସଂଧ୍ୟାରେ ଘରେ ବସି ଟିଭି ଦେଖିଥିଲେ ଲହାଣ୍ଡାଗୁଡ ଗାଁର ଡିଲେଶ୍ବର ନାଏକ, ତାଙ୍କ ପତ୍ନୀ ବବି ନାଏକ ଓ ୬ମାସର ଶିଶୁ। ତେବେ ଟିଭି ଫାଟି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଶିଶୁ ଗୁରୁତର ଅଛନ୍ତି। ଦୁଇ ଗୁରୁତରଙ୍କୁ…

ଆମେରିକାଜ ଗଟ ଟ୍ୟାଲେଣ୍ଟ ଟାଇଟଲ ଜିଣିଲା…

ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଏକ ଟିଭି କାର୍ଯ୍ୟକ୍ରମ ‘ଆମେରିକାଜ ଗଟ ଟ୍ୟାଲେଣ୍ଟ’ ପ୍ରତିଯୋଗିତାର ୨ୟ ସଂସ୍କରଣରେ ଭାଗ ନେଇ ମୁମ୍ବାଇର ନୃତ୍ୟ ଦଳ ‘ଭି ଅନବିଟେବଲ’ ଚମ୍ପିଆନ ହେବ ସହ ଭାରତ ପାଇଁ ଗୌରବ ହାସଲ କରିଛି। ସେହି ନୃତ୍ୟ ଦଳର ସର୍ବକନିଷ୍ଠ ସଦସ୍ୟ ଖରୱାର କହିଛନ୍ତି,ଏହା କେବଳ ଆମ ପାଇଁ ନୁହେଁ…

ଆଜି ମାଟ୍ରିକ ଇଂରାଜୀ ପରୀକ୍ଷା

ଭୁବନେଶ୍ବର: ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା। ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷାରେ କପି କରି ୪୪ ଜଣ ପରୀକ୍ଷାର୍ଥୀ…