ଆଇସିସି ମହିଳା ଟି-୨୦ ବିଶ୍ୱକପ୍: ଟିମ୍…
ପର୍ଥ: ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ଚମତ୍କାର ବିଜୟ ଲାଭ କରିଛି। ଭାରତ ତା’ର ପ୍ରଥମ…