ବିଧାନସଭା ଖବର: ସାଢେ ୧୧ଟା ଯାଏଁ ଗୃହ ମୁଲତବି
![](https://www.odishalink.com/wp-content/uploads/2019/11/Odisha-assembly-2.jpg)
ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ଧାନ କିଣା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ଯୋଗୁଁ ସାଢେ ୧୧ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ମୁଲତବି ଘୋଷଣା କରିଛନ୍ତି। ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦ କରି ବିରୋଧୀଙ୍କ ହୋହଲା ସହ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ନୋଟିସ ଅଗ୍ରାହ୍ୟ ଯୋଗୁଁ ହଙ୍ଗାମା ହେବାରୁ ଗୃହ ମୁଲତବି ଘୋଷଣା କରାଯାଇଛି।
Comments are closed.