Odisha Link
Bridging the Missing Links in Odisha
Daily Archives

February 24, 2020

ଇରାନ ସୀମାରେ ଭୂମିକମ୍ପ; ୯ ମୃତ

ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ରବିବାର ରାତି ୯ଟା ୩୦ରେ ଏହି…

ବିଧାନସଭା ଖବର: ସାଢେ ୧୧ଟା ଯାଏଁ ଗୃହ…

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ଧାନ କିଣା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ଯୋଗୁଁ ସାଢେ ୧୧ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ମୁଲତବି ଘୋଷଣା କରିଛନ୍ତି। ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦ କରି ବିରୋଧୀଙ୍କ ହୋହଲା ସହ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କିତ…

ଢେଙ୍କାନାଳରେ କପି ରୋକିବାକୁ ୧୪୪ ଧାରା…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ଜାରି ହୋଇଛି ୧୪୪ ଧାରା। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଖବର ସାମ୍ନାକୁ ଆସିବା ପରେ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବର୍ଷା…

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଆଜି ଝିପିଝିପି ବର୍ଷା ହେବାରୁ ମାଟ୍ରିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ବିଳମ୍ବରେ ପହଞ୍ଚିଛନ୍ତି। ବର୍ଷା ହେବା କାରଣରୁ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନଥିଲେ ବୋଲି ଜଣାପଡ଼ିଛି। ନାକଟିଦେଉଳ ଓ…

ନବରଙ୍ଗପୁର ଆର୍‌ଟିଓଙ୍କ ନାଁରେ ମାମଲା

ନବରଙ୍ଗପୁର: ନବରଙ୍ଗପୁର ଆର୍‌ଟିଓ ଅଫିସର ଗଣେଶ୍ବର କହଁରଙ୍କ ନାଁ ରେ ଥାନାରେ ମାମଲା। ଆର୍‌ଟିଓ ଗଣେଶ୍ବର କହଁରଙ୍କ ନାଁ ରେ ମାମଲା ରୁଜୁ କରିଛି ନବରଙ୍ଗପୁର ଥାନା ପୋଲିସ। ଅସ୍ଥାୟୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଆର୍‌ଟିଓ ଅଫିସରେ ସ୍ଥାୟୀ ଚାକିରି ଲୋଭ ଦେଖାଇ…

ଟ୍ରାକ୍ଟର ମାଲିକଙ୍କୁ ମାଡ଼ ଅଭିଯୋଗରେ…

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାମଚନ୍ଦ୍ରପୁର ଥାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଭିଯୋଗକାରୀ ଏସପିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ।ପୋଲିସ ଏହାର ତଦନ୍ତ କରୁଛି । ସୂଚନାଅନୁସାରେ , ଗତକାଲି ଥାନାର ଏସ୍ଆଇ ବିଶ୍ୱଜିତ ବେହେରା, ବେଆଇନ ବାଲି ଚାଲାଣ ଅଭିଯୋଗରେ ଜଣେ ଟ୍ରାକ୍ଟର ମାଲିକ…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ସକାଳୁ ପାଗ ମେଘୁଆ ରହିଛି। ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ,…

ଡିଜିଟାଲ୍‌ ରେ ଡେବ୍ୟୁ କରିବେ କରିସ୍ମା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଏକ ଡିଜିଟାଲ୍‌ ଡେବ୍ୟୁରେ ନଜର ଆସୁଛନ୍ତି । ତେବେ ସେ ଟେଲିଭିଜନ ସିରିୟଲ କୁଇନ ଏକତା କପୁରଙ୍କ ନୂଆ ୱେବ୍‌ସିରିଜ୍‌ ‘ମେଣ୍ଚାଲ୍‌ହୁଡ୍‌’ ରେ ନଜର ଆସିବେ ଏହି ସିରିଜ୍‌ଟି ମାର୍ଚ୍ଚ ୧୧ରୁ ଆରମ୍ଭ ହେବ। କରିସ୍ମା ଏଥିରେ ମା ଭୂମିକାରେ ନଜର ଆସିବେ । ଏକ୍‌ତା…

ଅହମଦାବାଦ ଅଭିମୁଖେ ମୋଦୀ

ନୁଆଦିଲ୍ଲୀ: ଆଜି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ବର୍ଗ। ଆମେରିକାରୁ ବାହାରି ୧୧.୪୦ରେ ଅହମଦାବାଦରେ ପହଞ୍ଚିବେ ଟ୍ରମ୍ପ୍‌ । ଟ୍ରମ୍ପ୍‌ଙ୍କୁ ଅହମଦାବାଦରେ ସ୍ବାଗତ କରିବା ପାଇଁ ଅହମଦାବାଦ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ। ସ୍ବତନ୍ତ୍ର…

ନିଆଳି ତହସିଲ ଅଫିସ୍‌ରେ ନିଆଁ

କଟକ: ତହସିଲ ଅଫିସ୍‌ରେ ନିଆଁ ଲାଗିଛି। ଗତକାଲି ବିଳମ୍ବିତ ରାତିରେ ନିଆଳି ତହସିଲ ଅଫିସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ପ୍ରୟାସ ଜାରି ରଖିଛନ୍ତି। ନିଆଁରେ ଅଫିସ୍‌ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ…