Odisha Link
Bridging the Missing Links in Odisha
Daily Archives

February 24, 2020

ଡ଼୍ୟାନ୍ସ ପ୍ଲସ ୫ର ବିଜେତା ହେଲେ ରୂପେସ

ମୁମ୍ବାଇ : ଷ୍ଟାର ପ୍ଲସ୍‌ର ରିଆଲିଟି ଶୋ' ଡ୍ୟାନ୍ସ ପ୍ଲସ୍‌ ୫ର ଫାଇନାଲ ହୋଇସାରିଛି । ଏହାର ଟାଇଟଲକୁ ବାଜି ମାରିଛନ୍ତି ରୂପେସ ବନେ । ସେ ତିନି ଜମଙ୍କୁ ପଛରେ ପକେଇ ବିଜେତା ହୋଇଛନ୍ତି। ରୂପେସ ମୁମ୍ବାଇରେ ରହୁଥିଲେ ଓ ଧର୍ମେଶଙ୍କ ଟିମ୍‌ରେ ଥିଲେ। ରୂପେସଙ୍କୁ ବିଜୟ ଟ୍ରଫି ହାସଲ କରିବା ସହ ୧୫ ଲକ୍ଷ…

ରାଜଧାନୀରେ ପଶିଲା ନରହନ୍ତା ଦନ୍ତା

ଭୁବନେଶ୍ବର: ଗତ କାଲି ପୁରୀ ବଳଙ୍ଗା ଅଞ୍ଚଳରେ ୫ଜଣଙ୍କୁ ମାରିଥିବା ନରହନ୍ତା ଦନ୍ତା ଏବେ ଭୁବନେଶ୍ବରରେ ପଶିଛି। ଗଙ୍ଗୁଆ ପାରି ହୋଇ ଭୁବନେଶ୍ବର ଉପକଣ୍ଠକୁ ଚାଲି ଆସିଛି। ପାତ୍ରପଡା ଅଞ୍ଚଳରେ ହାତୀର ପାଦ ଚିହ୍ନ ଦେଖିବାକୁ ମିଳିଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।…

ଅନୁପଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା…

ମୁମ୍ବାଇ : ଟେଲିଭିଜନର ରିଆଲିଟି ଶୋ ବିଗ ବିସ୍‌ ୧୩ ର ପାରସ ଛାବର ନିଜର ଶୋ ମୁଝସେ ସାଦୀ କରୋଗିର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଶୋରେ ତାଙ୍କ ଦୁଲହନ୍‌ ମାନ ଆସି ପହଁଞ୍ଚି ଗଲେଣି । ସେମାନଙ୍କ ମଧ୍ୟରୁ ବିଗ ବିସ୍‌ ସିଜିନ ୧୨ର ପ୍ରତିଯୋଗୀ ଜସଲିନ୍‌ ମଧ୍ୟ ମୁଝସେ ସାଦୀ କରୋଗିି ଶୋକୁ ଆସିଛନ୍ତି ।…

ଧଳା ରଙ୍ଗର ଗାଉନ ପିନ୍ଧି ଆୱାର୍ଡରେ…

ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କେଫ । ସେ ସବୁ ସମୟରେ ନିଜର ଷ୍ଟାଇନକୁ ନେଇ ଚର୍ଚ୍ଚାରେ ଥାନ୍ତି । କିଛି ଦିନ ତଳେ "ଫେମିନା ବ୍ୟୁଟି ଆୱାର୍ଡ" ସୋ'ରେ କାଟ୍ରିନା ପିନ୍ଧିଥିବା ଡ୍ରେସକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି । ସେ ଏକ ଧଳା ରଙ୍ଗର ନେକ ଲାଇନର ଡ୍ରେସ…

ଜାଣନ୍ତୁ ଟ୍ରମ୍ପଙ୍କ ଭାରତ ଗସ୍ତର…

ନୂଆଦିଲ୍ଲୀ: ଆଜି ଭାରତରେ ପହଁଞ୍ଚିବେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ। ଦୁଇ ଦିନିଆ ଭାରତ ଗସ୍ତରେ ରବିବାର ଆମେରିକାରୁ ବାହାରିଛନ୍ତି। ଆଜି ୧୧ଟା ୪୦ରେ ଗୁଜୁରାଟ ଅହମ୍ମଦାବାଦ ସର୍ଦାର ବଲ୍ଲବଭାଇ ଅନ୍ତରାଷ୍ଟୀୟ ବିମାନ ବନ୍ଦରରେ ଅବତରଣ କରିବେ। ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ…

ଆଜି ଭାରତ ଆସୁଛନ୍ତି ଟ୍ରମ୍ପ

ଅହମଦାବାଦ: ପରିବାର ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୨ଦିନିଆ ଭାରତ ଗସ୍ତରେେ ଆସୁଛନ୍ତି। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିମାନ ଏୟାରଫୋର୍ସ ୱାନ୍‌ ଆଜି ଅହମଦାବାଦ ଏୟାରପୋର୍ଟରେ ଅବତରଣ କରିବ। ଟ୍ରମ୍ପ୍‌ଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ସହିତ ପତ୍ନୀ ମେଲାନିଆ ଟ୍ରମ୍ପ୍‌, ଝିଅ…