ନବୀନ ନେବେ ପ୍ରାର୍ଥୀ ନିଷ୍ପତ୍ତି:ବିଜେଡି
![](https://www.odishalink.com/wp-content/uploads/2019/08/bjd-logoi-1.jpg)
ଭୁବନେଶ୍ବର: କାହାକୁ ପ୍ରାର୍ଥୀ କରାଯିବ ନ କରାଯିବ ଏହାର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ନବୀନ ପଟ୍ଟନାୟକ। ଏନେଇ ବିଜେଡି ମୁଖପାତ୍ର ପ୍ରମିଳା ମଲ୍ଲିକ୍ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରମିଳାଙ୍କ କହିବା ଅନୁଯାୟୀ, ସିଟ୍ ଭାଗବଣ୍ଟା ନେଇ ଆମେ ଚାପରେ ନାହୁଁ। ଦଳର ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ଆମେ ତାହା କରିବୁ।
Comments are closed.