Odisha Link
Bridging the Missing Links in Odisha
Daily Archives

February 25, 2020

ସୁପ୍ରିମକୋର୍ଟର ୬ ବିଚାରପତି ସ୍ବାଇନ୍‌…

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ। ଆଜି ଏନେଇ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ସୂଚନା ଦେଇଛନ୍ତି। ନ୍ୟାୟାଳୟର ୨ ନମ୍ବର କୋର୍ଟରେ ବିଚାରପତି ସଞ୍ଜୀବ ଖାନା ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଛି। ଫଳରେ ସୁପ୍ରିମ୍‌ କୋର୍ଟ ପରିସରରେ ଏକ ଭୟର ବାତାବରଣ…

୭ ରାଜ୍ୟରେ ରହିଛି ଜଗାର ସଂପତ୍ତି

ଭୁୁବନେଶ୍ବର: ଓଡ଼ିଶା ସମେତ ୭ଟି ରାଜ୍ୟରେ ଜଗାର ସଂପତ୍ତି ରହିଛି। ସେଥି ମଧ୍ୟରୁ ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ବିହାର, ଛତିଶଗଡ଼ରେ ଜମି ରହିଛି। ଏହା ସହିତ ଓଡ଼ିଶା ପରେ ପଶ୍ଚିମବଙ୍ଗରେ ରହିଛି ଜଗନ୍ନାଥଙ୍କ ସର୍ବାଧିକ ଜମି। ପଶ୍ଚିମବଙ୍ଗର ମୋଟ ୩୨୨ ଏକର ୯୩୦ ଡେସିମିଲ ଜମି ରହିଛି।…

ୟେସ୍‌ ବ୍ୟାଙ୍କରେ ଜଗାର ୫୪୫ କୋଟି !

ପୁରୀ: ୟେସ୍‌ ବ୍ୟାଙ୍କର ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା। ଏହାକୁ ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀ ଜେନାଙ୍କ କହିବା ଉତ୍ତର ଅନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କ ମୋଟ ସଂପତ୍ତି ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସେଥି ମଧ୍ୟରୁ…

ସୁନାର ରେକର୍ଡ ଦରବୃଦ୍ଧି

ନୂଆଦିଲ୍ଲୀ: ୭ ବର୍ଷର ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ସୁନା ଦର ପ୍ରତି ୧୦ ଗ୍ରାମ୍‌କୁ ୪୪ ହଜାର ଟଙ୍କା ଟପିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି। ଗତ ୭ ବର୍ଷ ମଧ୍ୟରେ ସବୁଠୁ…

ଟ୍ରମ୍ପ୍‌-ମୋଦି ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଟ୍ରମ୍ପ୍‌-ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଘୁର୍ଣ୍ଣିବଳୟରେ ଛାରଖାର ହୋଇଗଲା ଫୁଲବାଣୀ…

ଫୁଲବାଣୀ: ଆଜିର ଘୁର୍ଣ୍ଣିବଳୟରେ ଛାରଖାର ହୋଇଛି ଯାଇଛି ଫୁଲବାଣୀ ସହର। ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡିପଡିଥିବାବେଳେ ବିଦ୍ୟୁତ ତାର ଛିଣ୍ଡିପଡିଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳ ୮.୧୨ରୁ ୮.୧୫ ମିନିଟ ମଧ୍ୟରେ ହୋଇଥିବା ଘୁର୍ଣ୍ଣିବଳୟ ସହ ବର୍ଷା ଯୋଗୁଁ ସହରର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ…

ଚାଷୀଙ୍କୁ ଗୋଇଠା ମାରିଲେ ସମବାୟ ସମିତର…

କାମାକ୍ଷାନଗର: ଜଗନ୍ନାଥପୁର ସମବାୟ ସମିତ ମଣ୍ଡିରେ ଚାଷୀଙ୍କୁ ଗୋଇଠା ମାରିବା ଭିଡିଓ ଭାଇରାଲ ହୋଇଛି।  ସମବାୟ ସମିତର ପୂର୍ବତନ ସଭାପତି ଅଶୋକ ପ୍ରଧାନ ଗୋଇଠା ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମିତିରେ ଡାଟା ଏଣ୍ଟ୍ରି କାମ କରୁଥିବା ଅଶୋକଙ୍କ ପୁଅ ମଧ୍ୟ ଧମକ ଦେଇଛନ୍ତି।…

‘ହାପିନେସ୍‌ କ୍ଲାସ୍‌’ରେ ମେଲାନିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରୀ ସର୍ବୋଦୟ ସେକେଣ୍ଡାରୀ ସ୍କୁଲ୍‌ରେ ମେଲାନିଆ ଟ୍ରମ୍ପ୍। ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜି ଭାରତରେ ଅନ୍ତିମ ଦିନ। ଏହି ଅବସରରରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍ ଆଜି ଦିଲ୍ଲୀର ସର୍ବୋଦୟ ସନିୟର…

ନବୀନ ନେବେ ପ୍ରାର୍ଥୀ ନିଷ୍ପତ୍ତି:ବିଜେଡି

ଭୁବନେଶ୍ବର: କାହାକୁ ପ୍ରାର୍ଥୀ କରାଯିବ ନ କରାଯିବ ଏହାର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ନବୀନ ପଟ୍ଟନାୟକ। ଏନେଇ ବିଜେଡି ମୁଖପାତ୍ର ପ୍ରମିଳା ମଲ୍ଲିକ୍‌ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରମିଳାଙ୍କ କହିବା ଅନୁଯାୟୀ, ସିଟ୍‌ ଭାଗବଣ୍ଟା ନେଇ ଆମେ ଚାପରେ ନାହୁଁ। ଦଳର ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ଆମେ…

କମ୍‌ ସଂଖ୍ୟା ଥିଲେ ବି ଲଢ଼ିବୁ : ବିଜେପି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ବିଜେପିର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବିରୋଧ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କର ମତ ପ୍ରକାଶ କରିଛନ୍ତି। ଶ୍ରୀ ନାୟକଙ୍କ କହିବା ଅନୁଯାୟୀ, ସଂଖ୍ୟା କମ୍‌ ଥିଲେ ବି ବିଜେପି ନିର୍ବାଚନ ଲଢ଼ିବୁ ଓ ପ୍ରାର୍ଥା ଦେବୁ। ଏ ନେଇ ନିଷ୍ପତ୍ତି ନେବେ ଦଳର…