Odisha Link
Bridging the Missing Links in Odisha
Daily Archives

February 26, 2020

ଦିଲ୍ଲୀ ହିଂସା: ପୁଲିସକୁ ହାଇକୋର୍ଟଙ୍କ…

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଉଛି। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୨କୁ ପହଞ୍ଚିଛି। ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଏହି ହିଂସାକାଣ୍ଡକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ।…

ଦିଲ୍ଲୀ ହିଂସା: ଗୁଇନ୍ଦା ଅଧିକାରୀଙ୍କ…

ନୂଆଦିଲ୍ଲୀ: ‘ସିଏଏ’ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବା ବେଳେ ଚାନ୍ଦବାଗ ଅଞ୍ଚଳରେ ଜଣେ ଅଣ୍ଡର ଟ୍ରେନିଂ ଗୁଇନ୍ଦା ଅଫିସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଫିସର ଜଣଙ୍କ ହେଉଛନ୍ତି ଅଙ୍କିତ ଶର୍ମା ନାମକ। ୨୬ ବର୍ଷିୟ ଅଙ୍କିତ ଇଣ୍ଟଲିଜେନ୍ସ…

ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ,…

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର। ଏହା…

ପୋଖରୀରେ ବୁଡି ଚାଲିଗଲା ଶିଶୁର ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣିଆରୀ ଗ୍ରାମରେ ପୋଖରୀରେ ବୁଡି ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି। କୁଣିଆରୀ ଗ୍ରାମର ଗଣପତି ରାଉଳଙ୍କ ୧ ବର୍ଷ ୨ମାସର ପୁଅ ତପନ ଆଜି ସକାଳ ୮ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା। ମାତ୍ର କିଛି ସମୟ ପରେ…

ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରେସ୍‌ମିଟ୍‌ କରି କହିଛନ୍ତି ଯେ, ଦିଲ୍ଲୀ ହିଂସାକାଣ୍ଡ ଏକ ଯୋଜନା…

୯୦ ସ୍କୁଲରେ କଳାପଟା ନାହିଁ: ଗଣଶିକ୍ଷା…

ଭୁବନେଶ୍ୱର: ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ୱେ ବି ରାଜ୍ୟର ଅଧିକାଂଶ ସ୍କୁଲର ଭିତ୍ତି ଭୂମିର ଅଭାବ ରହିଛି। ସବୁଠୁ ବଡ଼ କଥା ହେଲା ଯେ, ରାଜ୍ୟରେ ୯୦ଟି ସ୍କୁଲରେ କଳାପଟା ବି ନାହିଁ। ଏକଥା ଆମେ କହୁନାହୁଁ। ଖୋଦ…

ମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ…

ଭୁବନେଶ୍ୱର: ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆସିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ୍‌ ଆଣିଥିବା ବେଳେ ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ…

ଆଜି ଫେରିବେ ଡାଏମଣ୍ଡ ପ୍ରିନ୍‌ସେସରେ…

ନୂଆଦିଲ୍ଲୀ: ଆଜି ଜାପାନ ବନ୍ଦରରେ ଫସି ରହିଥିବା ଭାରତୀୟ ଭାରତ ଫେରିବେ। ଏନେଇ ଟୋକୟୋସ୍ଥିତ ଭାରତୀୟ ଦୂତାବାସଙ୍କ ଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଭାରତୀୟଙ୍କ ଠାରେ କରୋନା ଭାଇରସର ଲକ୍ଷଣ ନ ଥିବ କେବଳ ସେହିମାନଙ୍କୁ ଚାର୍ଟର୍ଡ ବିମାନରେ ଭାରତ ଫେରାଇ ଅଣାଯିବ। ଡାଏମଣ୍ଡ…

ଖସିଲା ବରଯାତ୍ରୀ ବସ୍‌ ; ୨୫ ମୃତ

ରାଜସ୍ଥାନ: ରାଜସ୍ଥାନ: ନଦୀକୁ ଖସିଲା ବରଯାତ୍ରୀ ବସ୍ । ବସ୍‌ ଖସି ୨୫ ଜଣଙ୍କର ମୃତ୍ୟୁ ଘଯିଛି। ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ। ସୂଚନା ଅନୁଯାୟୀ, ଏକ ବରଯାତ୍ରୀ ବିବାହ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି। ବସ୍‌ଟି ପୋଲ ଉପରେ ନିୟନ୍ତ୍ରଣ ହରାଇ…

ଦିଲ୍ଲୀ: ଆର୍ମି ମୁତୟନ ପାଇଁ…

ନୂଆଦିଲ୍ଲୀ: ସାରା ଦେଶରେ ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଚର୍ଚ୍ଚା। ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଘନଘନ ବୈଠକ କରୁଥିବା କେଜ୍ରିୱାଲ ପୂରା…