ହାତୀ ଆକ୍ରମଣରେ ତିନି ଗୁରୁତର
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅନ୍ତର୍ଗତ ଭାଲିଆପଦା ପଞ୍ଚାୟତର ବାଉଁଶିପାଣିଆ ଗାଁରେ ହାତୀ ଉପଦ୍ରବ ଦେଖାଦେଇଥିବା ବୁଧବାର ଜଣାପଡ଼ିଛି। ଗାଁରେ ପଶି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ହାତୀ ଆକ୍ରମଣରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ବାପାମାଆ ଓ…