ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା…
ଭୁବନେଶ୍ବର: କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି ଯୋଗୁଁ ପର୍ଯ୍ୟାପ୍ତ ଅର୍ଥ ମିଳିଛି ।…