Odisha Link
Bridging the Missing Links in Odisha
Daily Archives

February 27, 2020

ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ…

ପାଟନା: ବିହାର ବଜେଟ ଅଧିବେଶନର ୪ର୍ଥ ଦିନରେ ଜାତି ଆଧାରିତ ଜନଗଣନା ସପକ୍ଷରେ ନୀତୀଶ କୁମାରଙ୍କ ଶାସିତ ଦଳ ଗୃହରେ ପ୍ରସ୍ତାବ ପାରିତ କରିଛନ୍ତି। ଜାତି ଆଧାରିତ ଜନଗଣନା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ପ୍ରସ୍ତାବ ଦ୍ବାରା ୨୦୨୧ ଜନଗଣନା ଜାତି ଆଧାରିତ ହେଉ ବୋଲି କେନ୍ଦ୍ର…

କାଲି ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ବର: ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଆସନ୍ତା କାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ। କାଲି ସକାଳ ୧୦ଟା ୧୦ରେ ଭୁବନେଶ୍ବରରେ ପହଞ୍ଚିବେ ଶାହ। ସକାଳ ୧୦.୪୦ରୁ ଦିନ ୨ ଟା ପର୍ଯ୍ୟନ୍ତ ଲୋକସଭା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ…

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ। ଦିନକୁ ଦିନ ବଢ଼ୁଛି ହିଂସା ଯୋଗୁୁଁ ମୃତକଙ୍କ ସଂଖ୍ୟା। ଅପରପକ୍ଷେ ଆଜି ଦିଲ୍ଲୀ ହିଂସା ମାମଲାରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବ…

ଦିଲ୍ଲୀ ଦଙ୍ଗା: ଆପ୍‌ ନେତାଙ୍କ ଘରୁ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଶାନ୍ତ। ଦିଲ୍ଲୀ ଦଙ୍ଗାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ଜୀବନ ଚାଲିଗଲାଣି। ଦଙ୍ଗାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଏବଂ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଆପ ନେତା ତଥା…

ଟ୍ରକ ଧକ୍କାରେ ଦମ୍ପତି ମୃତ

ବ୍ରହ୍ମପୁର : ଟ୍ରକ ଧକ୍କାରେ ଦମ୍ପତି ମୃତ। ଆନ୍ଧ୍ରପ୍ରଦେଶର କୁଲାମ ଓ ଭେସି ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି। ଉକ୍ତ ଦମ୍ପତି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ଭଗବାନ ଓ ଭାରତୀ…

ମହିଳା ଟି-୨୦ ବିଶ୍ବକପ୍: ହ୍ୟାଟ୍ରିକ୍‌…

ମେଲବର୍ଣ୍ଣ: ଭାରତୀୟ ମହିଳା ଦଳ ଆଜି ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୩ ରନରେ ପରାସ୍ତ କରିଛି। ଏଥିସହିତ ବିଶ୍ବକପରେ ଟିମ୍‌ ଇଣ୍ଡିଆର ହ୍ୟାଟ୍ରିକ୍‌ ବିଜୟ। ଏହି ବିଜୟ ଫଳରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଟିମ୍‌ ଇଣ୍ଡିଆ ୪ର୍ଥ ପାଇଁ ବିଶ୍ବକପ୍‌…

ଆଜିଠୁ ୨ୟ ପର୍ଯ୍ୟାୟ ପ୍ରମୋସନ୍‌ ଅଦାଲତ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି। ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ୪ ଦିନ ଧରି ଚାଲିବ ପ୍ରମୋସନ୍‌ ଅଦାଲତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଏକା ସାଙ୍ଗରେ ୬ଟି ସ୍ଥାନରେ ଶୁଣାଣି ହେବ। ପ୍ରମୋସନ୍‌ ଅଦାଲତର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣିରେ ମୋଟ…

ଓଡ଼ିଶାରେ ଆଉ ଏକ କିଡ଼ନୀ ପ୍ରତିରୋପଣ ସଫଳ

ଭୁବନେଶ୍ବର : ଗତକାଲି ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ସଫଳ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ।ଫଳରେ ସୁଚିତ୍ରାଙ୍କ ଶରୀରରରୁ କିଡନୀ…

ଆଜି ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ…

ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ

ବାଙ୍କି: ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ପ୍ରଧାନ…