Odisha Link
Bridging the Missing Links in Odisha
Daily Archives

February 27, 2020

ବିଚାରପତି ବଦଳି ପ୍ରସଙ୍ଗ: କେନ୍ଦ୍ର…

ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ବିଚାରପତି ଏସ୍‌ ମୁରଲୀଧରଙ୍କ ବଦଳିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଚାରପତିଙ୍କ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ପରିସ୍ଥିତି ଦେଖା…

ହଷ୍ଟେଲ୍‌ ଖାଇବା ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତିରେ ହଷ୍ଟେଲ୍‌ ଖାଇବା ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୯ ଜଣ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା…

ଦୁଇ ବାଇକ୍‌ ମୁହାଁମୁହିଁ ; ୩ ମୃତ

କଳାହାଣ୍ଡି : ଗତକାଲି ବିଳମ୍ୱିତ ରାତିରେ କଳାହାଣ୍ଡି ରାମପୁର ଥାନା ଅନ୍ତର୍ଗତ ତୁଜୁଙ୍ଗ ରାସ୍ତାରେ ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ଅଛନ୍ତି। ମୃତକ ମାନେ ହେଲେ ସନ୍ତୋଷ ଡାକୁଆ, ପ୍ରସନ୍ନ ମାଝୀ ଓ ଆକାଶ ମାଝୀ। ସନ୍ତୋଷଙ୍କ ଘର…

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ହେବ…

ଭୁବନେଶ୍ୱର: ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ୨୦୧୫ ମେ’ ୩୦ରେ ଖଲ୍ଲିକୋଟ, କ୍ଲଷ୍ଟର…

ଆଇବି କର୍ମଚାରୀ ଅଙ୍କିତ ହତ୍ୟା ମାମଲା,…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଅଶାନ୍ତ। ଏହାରି ମଧ୍ୟରେ ଜେପି ନେତା କପିଲ ମିଶ୍ରା ଆଣିଛନ୍ତି ଗୁରୁତର ଅଭିଯୋଗ। ସେ ଆମ ଆଦମି ପାର୍ଟିର ପାର୍ଷଦ ତାହିର ହୁସେନଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ହିଂସା କରୁଥିବା ଯୁବକଙ୍କ ସହିତ ଆମ ଆଦମି ପାର୍ଟିର କାଉନସିଲର୍ ତାହିର ହୁସେନ ହାତରେ…

ବିଧାନସଭା: ସରିଲା ପ୍ରଥମ ପର୍ଯ୍ୟାୟ…

ଭୁବନେଶ୍ବର: ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ଶେଷ ହୋଇଛି। ଚଳିତମାସ ୧୪ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ବଜେଟ୍ ଅଧିବେଶନକୁ ଆସନ୍ତା ମାର୍ଚ୍ଚ ୧୧ ତାରିଖ ପୂର୍ବାହ୍ନ…

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୦କୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ହିଂସା ଘଟଣାରେ ଏଯାବତ୍ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଗତ ବୁଧବାର ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩ ଜଣଙ୍କର ହସ୍ପିଟାଲରେ ଚିକିତ୍ସିତ ହେବେ ସମୟରେ।ମୃତ୍ୟୁ ଘଟିଛି। ଏବେ ବି…

ସ୍ୱଦେଶ ଫେରିଲେ ଓଡ଼ିଆ ଇଞ୍ଜିନିୟରଙ୍କ ସହ…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନ ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଜରିଆରେ ଜାପାନାର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ଏଥସହ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫସି ରହିଥିବା ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ…