Odisha Link
Bridging the Missing Links in Odisha
Daily Archives

February 28, 2020

ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ,…

ଭୁବନେଶ୍ବର: ଆଜି ନବୀନ ନିବାସରେ ଗୋଟିଏ ଟେବୁଲରେ ଏକାଠି ହେଲେ ନବୀନ, ଶାହା, ମମତା, ଓ ନୀତିଶ। ଅତିଥିଙ୍କୁ ପରଷା ଗଲା ଓଡିଆ ଖାଦ୍ୟ।ଅତିଥି ମାନଙ୍କୁ ଭାତ, ଡାଲି, ଆଳୁ-ମଟର ମସଲା, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ପରଷା ଯାଇଛି। ସମ୍ପୂର୍ଣ୍ଣ ଘରୋଇ…

NZ vs IND: ୨ୟ ଟେଷ୍ଟ ପୂର୍ବରୁ ଭାରତକୁ…

ହାଗଲେ ଓଭାଲ: ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ବା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିବ । ୨ୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ପ୍ରଥମ ଟେଷ୍ଟରେ ଭାରତ ପକ୍ଷରୁ ଅଧିକ ଓ୍ବିକେଟ ନେଇଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆହତ ହୋଇଛନ୍ତି। ଯାହାକୁ ନେଇ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ…

ବଢ଼ୁଛି ମୁଣ୍ଡପିଛା ଋଣଭାର,…

ଭୁବନେଶ୍ବର: ରାଜ୍ୟର ରାଜନୀତି ଓ ଶାସନ କ୍ଷେତ୍ରରେ ବିରଳ ଓ ବଡ଼ ବଡ଼ ଖବରମାନ ସାମନାକୁ ଆସିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏକଦା ବିଜେପିର ମୁଖ୍ୟ ଟାର୍ଗେଟ୍‌ ପାଲଟିଥିବା ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏକାଠି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଜି ଉଦୟଗିରି: ଗଜପତି ଜିଲ୍ଲା ଜି.ଉଦୟଗିରି କଳିଙ୍ଗ ଘାଟିର ଅନ୍ଧାରକୋଟି ନିକଟରେ ଏକ ଦୁର୍ଘଟଣା ଘଟିଛି। କମଳା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଟ୍ରକଟି ଦୁର୍ଘଟଣା ହେବା ଦ୍ବାରା ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସୂଚନା ଅନୁସାର, ରାୟପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା କମଳା ବୋଝେଇ ଟ୍ରକ।…

ତେଲେଙ୍ଗାନାରୁ ଉଦ୍ଧାର ହେଲେ ୩୩ ଜଣ ଦାଦନ…

ପଦ୍ମପୁର: ତେଲେଙ୍ଗାନାରୁ ୩୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ଲେବର କମିଶନରୁ ଏକ ଟିମ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ପଦ୍ମପୁର ଅଞ୍ଚଳର ୩୫ ଜଣ ଶ୍ରମିକ ଇଟାଭାଟିରେ ଦାଦନ ଖଟିବାକୁ ଯାଇ ସେଠାରେ…

ନବୀନ ନିବାସରେ ଅମିତ ଶାହା

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ପୂର୍ବାହ୍ନ ୧୦.୩୫ରେ ଶାହା ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକସେବା ଭବନ ଯାଇ ସେଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗଦେଇଥିଲେ। ବୈଠକ ପରେ ଶାହା…

ଶାହାଙ୍କ ଓଡ଼ିଶା ଗସ୍ତକୁ ଜୋରଦାର ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ ଓ ଦିଲ୍ଲୀ ହିଂସାକାଣ୍ଡର ବିରୋଧ ଦେଖିବାକୁ ମିଳିଛି ରାଜଧାନୀରେ। ପୂର୍ବାଞ୍ଚଳ ଜୋନାଲ କମିଟି ବୈଠକରେ ସାମିଲ ହେବାକୁ ଅମିତ ଶାହା ଓଡିଶା ଆସିଥିବା ସମୟରେ ଏହି ଗସ୍ତକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ। ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଶାହାଙ୍କ ଓଡିଶା ଗସ୍ତକୁ ବିରୋଧ କରି…

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣଘାଟି ଗ୍ରାମରେ ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରିଛି। ମହିଳା ଜଣଙ୍କ ହେଉଛନ୍ତି ଜେମାମଣୀ ମୁଣ୍ଡା । ଜେମାମଣୀଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଘଟଗାଁ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା…

ଶିଶୁ ବିକ୍ରି ଘଟଣାରେ ଗିରଫ ହେଲେ ଆଉ…

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଶିଶୁ ବିକ୍ରି ଘଟଣାରେ ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ଶିଶୁର ବାପାଙ୍କ ସମେତ ବିକ୍ରିରେ ମଧ୍ୟସ୍ଥତା କରିଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିଶୁକୁ କ୍ରୟ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା। ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁ ବିକ୍ରି…

ଏକାଠି ଖାଇବେ ନବୀନ ଓ ଶାହା

ଭୁବନେଶ୍ୱର: ପୂର୍ବାଞ୍ଚଳ କାଉନସିଲ ବୈଠକରେ ଯୋଗଦେଇଥିବା ଅତିଥିମାନଙ୍କ ପାଇଁ ନବୀନ ନିବାସରେ ଭବ୍ୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ୨ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ…