Odisha Link
Bridging the Missing Links in Odisha
Daily Archives

February 28, 2020

ଉତ୍ତର ପ୍ରଦେଶ: ପୁଣି ଲଜ୍ଜା, ୩ବର୍ଷର…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳରେ ଲଜ୍ଜା। ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ। ବିବାହ ଉତ୍ସବରେ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ସୂଚନା। ବୁଧବାର ନାବାଳିକା ଜଣଙ୍କ ନିଜ ପିତାମାତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବାବେଳେ ଏପରି ଘଟିଛି। ଦୁର୍ବୃତ୍ତ ଜଣଙ୍କ ନାବାଳିକାଙ୍କୁ…

ଆଜି ପ୍ରକାଶ ପାଇବ ଜିଡିପି, ସେନ୍ସେକ୍ସ…

ମୁମ୍ବାଇ: ଆଜି ତୃତୀୟ ତ୍ରୈମାସିକ ଜିଡିପି ଫଳ ଆସିବ। ଏହା ଆଗରୁ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ…

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଦ୍ବାରା ଘଟଣାରେ ଜଣେ ଅଟକ ଥିବା ବେଳେ ୩ଜଣ ଫେରାର ଅଛନ୍ତି। ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁସାରେ,…

ଏସଏନ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ…

ନୂଆଦିଲ୍ଲୀ: ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏସଏନ୍‌ ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ ପୋଲିସ୍‌ କମିଶନର। ଏସଏନ୍‌ ଶ୍ରୀବାସ୍ତବ ମାର୍ଚ୍ଚ ୧ରେ ଦାୟିତ୍ବ ଗ୍ରହଣ କରିବେ। ଦିଲ୍ଲୀ ହିଂସା ସମୟରେ ଶ୍ରୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀରେ ସ୍ବତନ୍ତ୍ର ପୋଲିସ୍‌ କମିଶନର(ଲ ଆଣ୍ଡ ଅର୍ଡର) ପଦ ସମ୍ଭାଳିଛନ୍ତି।…

ସ୍ପେଶାଲ ଫୋକସ୍‌ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ବର: ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ପୂର୍ବାଞ୍ଚଳ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟରେ ଯୁଝୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ଦାବି କରିଛନ୍ତି।…

‘ମୋ କଲେଜ’ ପରିଚାଳନା…

ଭୁବନେଶ୍ବର: 'ମୋ କଲେଜ' ଅଭିଯାନ ପରିଚାଳନା ସଙ୍ଗଠନ ପରିଷଦକୁ ୩ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ‌ଙ୍କ ଅନୁମୋଦନରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି କୁମରବର ଦାସ, ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କମଳ ପ୍ରସାଦ…

କଦଳୀ କାନ୍ଧି ଗାଡ଼ିରେ ଗଞ୍ଜେଇ ପ୍ୟାକେଟ୍

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ମିଳିଛି ବିପୁଳ ପରିମାଣ ଗଞ୍ଜେଇ। ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ ଆସୁଥିବା ବେଳେ ସେଥିରେ ଗଞ୍ଜେଇ ରଖାଯାଇଥିଲା। ସେଥିରୁ ପ୍ରାୟ ୮୦୦ଟି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି। ଜବତ ୧୬ଶହ ୩୮ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ ବୋଲି…

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆରମ୍ଭ

ଭୁବନେଶ୍ବର: ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ ତମ ବୈଠକ ଆଜି ଆରମ୍ଭ ହୋଇଛି। ଲୋକସଭା ଭବନରେ ଚାଲିଛି ଆଞ୍ଚଳିକ ପରିଷଦ ବୈଠକ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ଓ ବିହାରର ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବୈଠକକୁ ଆସିପାରି ନାହାନ୍ତି…

୫ହଜାର ବର୍ଷର ଇତିହାସରେ କୌଣସି ହିନ୍ଦୁ…

ମୁମ୍ବାଇ: ୫ହଜାର ବର୍ଷର ଇତିହାସରେ ଏପର୍ଯ୍ୟନ୍ତ କୌଣସି ହିନ୍ଦୁ ରାଜା ମସଜିଦ ଭାଙ୍ଗି ନଥିଲେ। ଏଥିସହ ନା କୌଣସି ହିନ୍ଦୁ ରାଜା ଖଣ୍ଡା ଓ ଭୟ ସୃଷ୍ଟି କରି ବଳପୂର୍ବକ ଧର୍ମାନ୍ତରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସାବରକର ଦର୍ଶନ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ସ୍ବାତନ୍ତ୍ର୍ୟ ବୀର…

ବଢ଼ିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ…

ଭୁବନେଶ୍ବର: ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଶିକ୍ଷା ଅନୁଷ୍ଠାନ ଗୁଡିକର ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହେଉଥିବା ଅନୁଦାନ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟସରକାର। ଆସନ୍ତା ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ରାଶି ସ୍କୁଲଗୁଡିକରେ ଲାଗୁ କରାଯିବ। ପୁର୍ବରୁ ଏହି ସ୍କୁଲ ଗୁଡିକର…