ତେଲେଙ୍ଗାନାରୁ ଉଦ୍ଧାର ହେଲେ ୩୩ ଜଣ ଦାଦନ ଶ୍ରମିକ
ପଦ୍ମପୁର: ତେଲେଙ୍ଗାନାରୁ ୩୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶା ଓ ତେଲେଙ୍ଗାନା ସରକାରଙ୍କ ମିଳିତ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ଲେବର କମିଶନରୁ ଏକ ଟିମ ଯାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ପଦ୍ମପୁର ଅଞ୍ଚଳର ୩୫ ଜଣ ଶ୍ରମିକ ଇଟାଭାଟିରେ ଦାଦନ ଖଟିବାକୁ ଯାଇ ସେଠାରେ ଫସି ରହିଥିଲେ। ସେମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ଦେଇ ସେମାନେ ଭିଠିଓ ରିଲିଜ କରି ଜଣାଇଥିଲେ।
Comments are closed.