Odisha Link
Bridging the Missing Links in Odisha
Daily Archives

March 2, 2020

୨୪ ଘଣ୍ଟାରେ କୋଟିଏ ଜରିମାନା

ଭୁବନେଶ୍ବର: ଆଜି ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର ହୋଇଛି। ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଆଦାୟ କରାଯାଇଛି। ଟ୍ରାଫିକ ନିୟମ ଉଂଲଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି। ୩ ଜଣ ବସି ବାଇକ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି। ମୋବାଇଲରେ କଥା ହେଉଥିବା ବେଳେ ୪୮ ଜଣ,…

ଜୋମାଟୋର ଏହି ଡେଲିଭରି ବାଳକ କାହିଁକି…

ଭୁବନେଶ୍ବର : ଜୋମାଟୋ ଡେଲିଭରି ବାଳକର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଡେଲିଭରି ବାଳକଟିର ନାମ ହେଉଛି ସୋନୁ । ଏହି ଭିଡିଓରେ ସେ ଜୋମାଟୋରୁ ପାଇଥିବା ଦରମା ଏବଂ ଖାଦ୍ୟ ବିଷୟରେ କହୁଛନ୍ତି । ସୋନୁଙ୍କ କଥା ହେତୁ ନୁହେଁ, ବରଂ ତାଙ୍କ ହସ ଯୋଗୁଁ ଏହି ଭିଡିଓ ଭାଇରାଲ ହେଉଛି।…

କାଲି ନିର୍ଭୟା ଦୋଷୀଙ୍କୁ ମିଳି ପାରେ…

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ ପଟିଆଲା ହାଉସ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ…

ସରିଲା ମାଟ୍ରିକ ପରୀକ୍ଷା; ୧୮ରୁ ଖାତା…

ଭୁବନେଶ୍ବର: ଆଜି ଦିନ ସରିଲା ମାଟ୍ରିକ ପରୀକ୍ଷା। ତେବେ ମାଟ୍ରିକ ପରୀକ୍ଷା ପରେ ଏବେ ଖାତା ଦେଖା ଚିନ୍ତାରେ ବୋର୍ଡ। ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ଜଣାପଡିଛି। ତେବେ ମାଟ୍ରିକ ଖାତା ଦେଖାରେ ନିୟୋଜିତ ହେବେ ୧୫ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ।…

ନିର୍ମାଣ ଶ୍ରମିକ ସେବା ସପ୍ତାହ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଶ୍ଚଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ଵାରା ସାରା ରାଜ୍ୟରେ ତା.୦୨.୦୩.୨୦୨୦ ଠାରୁ ତା.୦୮.୦୩.୨୦୨୦ ରିଖ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦' ପାଳନ କରାଯାଉଛି ।…

ଇନଷ୍ଟାଗ୍ରାମରେ ରେକର୍ଡ କଲେ ଭାଇଜାନ

ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜର ବ୍ୟବହାର ଓ ସିନେମାକୁ ସହୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସଲୁଙ୍କର ଲୋକପ୍ରିୟତା ଖାଲି ଭାରତ ଭିତରେ ସୀମିତ ନାହିଁ । ବିଦେଶରେ ମଧ୍ୟ ଅନେକ ଲୋକ ତାଙ୍କୁ ଓ ତାଙ୍କ ସିନେମାକୁ ପସନ୍ଦ କରିଥାନ୍ତି । ଭାଇଜାନ ଏବେ ସୋସିଆଲ ମିଡିଆ ସାଇଟ୍…

ସୁରଙ୍କ ଧମକ, ପଦ୍ମନାଭଙ୍କ ଜବାବ

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟ କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ, ପୋଲିସ ଜନ ସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିବା ଅଭିଯୋଗ ଆସିଛି। ଜବରଦସ୍ତ ଖରାପ ବ୍ୟବହାର କରି ଯେଉଁଭଳି ପରିସ୍ଥିତି ସୃଷ୍ଟିକରାଯାଇଛି।…

ଭିକାରି ମୁକ୍ତ ହେବ ପୁରୀ ସହର

ପୁରୀ: ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ନୀଳାଦ୍ରି ନିଳୟ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ…

ପୋଡ଼ି ହୋଇ ବୃଦ୍ଧା ମୃତ

କୋଚିଣ୍ଡା : ଆଜି ଜମନକିରା ଥାନାର ଛେମୁଣ୍ଡା ଗାଁରେ ଅକ ଅଭାନିୟ ଘଟଣା ଘଟିଯାଇଛି । ଜଣେ ବୃଦ୍ଧା ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ବୟସ ୬୦ବର୍ଷ ।  ପରିବାର ବର୍ଗଙ୍କ କହିବା ଅନୁସାରେ ବୃଦ୍ଧା ଜଣକ ଆତ୍ମ ହତ୍ୟା କରିଛନ୍ତି । ତେବେ ଘଟଣାସ୍ଥଳରେ ପହଞ୍ଚି ଜମନକିରା ପୋଲିସ ପଚରାଉଚତରା ଆରମ୍ଭ…

ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ…

କଟକ ଅଫିସ: କଟକ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ପୁଣି ଥରେ ଆଜିଠାରୁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଯୋବ୍ରା ଏବଂ ରାଣୀହାଟ ଅଞ୍ଚଳର ୯୫ଟି ଘରକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ଜଗତପୁର ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି। ସେଠାରେ ରହିବା ଏବଂ…