Odisha Link
Bridging the Missing Links in Odisha
Daily Archives

March 4, 2020

ପୁନେ ଏନଆଇଭିକୁ ପଠାଗଲା କରୋନା ସନ୍ଦିଗ୍ଧ…

କଟକ: ପାରାଦୀପରେ ଚିହ୍ନଟ ହୋଇଥିବା ଦୁଇ କରୋନା ସନ୍ଦିଗ୍ଧଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି। ଭୁବନେଶ୍ବର ଆରଏମଆସି ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏନଆଇଭିକୁ ସେମାନଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି। ପାରାଦୀପରେ ଲାଗିଥିବା ଏକ ଜାହାଜରେ…

ଏଟିଏମରୁ ବାହାରିଲା ନାଗ

ଝାରସୁଗୁଡା: ଏଟିଏମ୍ ମେସିନରୁ ନାଗ। ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ନିକଟରେ ଥିବା ଏକ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ମେସିନ୍ ଭିତରୁ ଏକ ବିରାଟକାୟ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବା ବେଳେ ନାଗ ସାପଟିକୁ ଦେଖିଥିଲେ ବ୍ୟାଙ୍କ୍ ଅଧିକାରୀ। ମେସିନ୍…

କରୋନା ପାଇଁ ବନ୍ଦ ହେବନି ସ୍କୁଲ୍‌ :…

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି। କରୋନା ନେଇ ରାଜ୍ୟରେ ସ୍କୁଲ୍‌ ବନ୍ଦ ଉପରେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟା…

ଠାବ ହେଲା ଦନ୍ତାହାତୀର ମୃତଦେହ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଇଚ୍ଛାପାଳ ଜଙ୍ଗଲ ଭିତରେ ବୁଧବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ ଆଘାତ କିମ୍ବା ଶିକାରୀଙ୍କ ଦ୍ୱାରା ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ…

ସଙ୍କଟରେ କମଳନାଥ ସରକାର!

ଭୋପାଳ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି ଯେ,…

ଭାରତକୁ କରୋନା ଭୟ : ୨୮ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଚିନ୍ତାରେ ଭାରତ। ଭାରତରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ସୋମବାର ଦୁଇ ଜଣ କରୋନାରେ ଶିକାର ହୋଇଥିବା ବେଳେ ମଙ୍ଗଳବାର ୬ ଜଣ ଉତ୍ତର ପ୍ରଦେଶରେ ଏବଂ ବୁଧବାର ସୁଦ୍ଧା ଏହି କରୋନା ରୋଗୀଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। କରୋନା…

ଓଡ଼ିଶାରେ କରୋନା ମୁକାବିଲା ବୈଠକ

ଭୁବନେଶ୍ୱର: ଏବେ ବିଶ୍ବକୁ ଘାରିଛି କରୋନା ଭୟ। କରୋନାରେ ମୃତ୍ୟୁ ସଂଖ୍ୟା ୩୨୦୩ ଛୁଇଥିବା ବେଳେ ୯୩,୧୯୧ ଜଣ ଆକ୍ରାନ୍ତ ଅଛନ୍ତି। ଭାତରେ ୨୧ ଜଣ ଆକକ୍ରାନ୍ତ ହୋଇଥିବା ସୂଚନା ମିଳିଥିବା ବେଳେ ଓଡ଼ିଶାରେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଚଳିତ ବର୍ଷ ହୋଲି ଖେଳିବେନି…

ନୂଆଦିଲ୍ଲୀ: ଆସନ୍ତା ୧୦ ତାରିଖରେ ସାରା ଭାରତ ପାଳନ କରିବ ରଙ୍ଗର ପର୍ବ ହୋଲି। ହେଲେ ଚଳିତଥର ରଙ୍ଗର ପର୍ବ ହୋଲିରେ ଭାଗ ନେବେ ନାହିଁ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଭାଇରସ ପାଇଁ ସେ ହୋଲି ଖେଳିବେ ନାହିଁ । ଏନେଇ ସେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି।…

ମଙ୍ଗଳ ଗ୍ରହରେ ରହସ୍ୟମୟ…

ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ରହସ୍ୟମୟ ଗର୍ତ୍ତର ଫଟୋ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ…

ସରକାର ଧୋକାବାଜ : ସୁର

ଭୁବନେଶ୍ୱର: ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ସରକାର ଆଶା ଓ…