Odisha Link
Bridging the Missing Links in Odisha
Daily Archives

March 4, 2020

ପ୍ରକାଶ ପାଇଲା ଆଇସିସି ମହିଳା ଟି-୨୦…

ଦୁବାଇ: ଆଜି ଆଇସିସି ମହିଳା ଟି-୨୦ ର‍୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ସଦ୍ୟ ପ୍ରକାଶିତ ତାଲିକାରା ଭାରତୀୟ ମହିଳା ଦଳର ଯୁବ ଖେଳାଳି ଶେଫାଳୀ ବର୍ମାଙ୍କ ଧମାକା। ସେ ଆଇସିସି ମହିଳା ଟି-୨୦ ବ୍ୟାଟସମ୍ୟାନ ତାଲିକାରେ ନମ୍ବର ୧ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ୨୦୨୦ ଆଇସିସି ଟି-୨୦ ମହିଳା…

ଚାବୁକ ମାଡ଼ ଖାଉଛନ୍ତି ନିରୀହ ଭକ୍ତ

ମାଲକାନଗିରି: ଆଜିର ବିଜ୍ଞାନ ଯୁଗରରେ ବି ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚାବୁକ ମାଡ଼ ଖାଉଛନ୍ତି ନିରୀହ ଲୋକେ। ଏମିିତି ଏକ ଘଟଣା ଘଟିଛି ମାଲକାନଗିରେ ଜିଲ୍ଲାର କରୁକୋଣ୍ଡା ଠାରେ । କରୁକୋଣ୍ଡାର ମା ମାଉଲି ଙ୍କ ଯାତ୍ରାରେ ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ…

ମାଓ ମୁକାବିଲା ବୈଠକ

ଭବାନୀପାଟଣା: ମାଓ ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରୀୟ ସୁରକ୍ଷା ପରାମାର୍ଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ଓଡ଼ିଶାର ୩ ଓ ସୀମାନ୍ତ ଛତିଶଗଡ଼ର ୩ ଜିଲ୍ଳାର ଏସପିଙ୍କୁ ନେଇ ଏହି ବୈଠକ ବସିଛି। କଳାହାଣ୍ଡି,ବଲାଙ୍ଗିର ଓ ନୂଆପଡ଼ା ଏସପି ବୈଠକରେ ସାମିଲ…

ତାଲିବାନ ନେତାଙ୍କୁ ଫୋନ୍‌ କଲେ ଟ୍ରମ୍ପ,…

ଓ୍ଵାସିଂଟନ୍‌: ଗତକାଲି ତାଲିବାନ ନେତାଙ୍କ ସହ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। ଦୀର୍ଘ ୧୮ ବର୍ଷ ଧରି ଆଫଗାନିସ୍ତାନରେ ଥିବା ଆମେରିକୀୟ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଏକ ରାଜିନାମାରେ ପହଞ୍ଚିବାର କିଛି ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ୍‌…

ଅତିଥି ସାଜି ଚୋରି,ଜଣେ ଗିରଫ

ଭୁବନେଶ୍ବର: ବଦଳୁଛି ଲୁଟ୍‌ ତରିକା। ଚଳଚ୍ଚିତ୍ର ଲୁଟପାଟ ଶୈଳୀକୁ ଅନୁସରଣ କରିଛନ୍ତି ଲୁଟିଆ। ଅତିଥି ହୋଇ ବିହାହ କିମ୍ବା ବ୍ରତଘର କାର୍ଯ୍ୟକ୍ରମରେ ପହଞ୍ଚି ଯାଉଛନ୍ତି। ଉପହାର ଦେବା ବଦଳରେ ବର ଓ କନ୍ୟାକୁ ମିଳିଥିବା ଉପହାର ଲୁଟି ନେଉଛିନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଖଣ୍ଡଗିରି…

୭୫ ରାଷ୍ଟ୍ରକୁ ଅଣାୟତ୍ତ କଲାଣି କରୋନା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଏବେ ଏହାର କାୟା ବିସ୍ତାର କରି ଚୀନ୍‌ ପରେ ମୋଟ ୭୫ଟି ରାଷ୍ଟ୍ରରେ ପହଞ୍ଚି ସାରିଲାଣି। କରୋନା ଭାଇରସ୍‌ରେ ୩୨୦୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୩,୧୮୬ରୁ ଅଧିକ ଲୋକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଦିଲ୍ଲୀ ଓ ହାଇଦ୍ରାବାଦର ଜଣେ ଲେଖାଏ…

ଖିଲାଡି ବୟ ଅକ୍ଷୟଙ୍କୁ ଟ୍ରାଫିକ ପାଠ…

ଭୁବନେଶ୍ବର: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟ୍ରାଫିକ୍‌ ପାଠ ପଢ଼ାଇଳେ ଟ୍ରାଫିକ ଡିସିପି ସାଗରିକା ନାଥ। ନିକଟ ଅତିତରେ ଅକ୍ଷୟ କୁମାର ନିଜର ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲରକୁ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ବାଇକରେ ଅନେକ ଷ୍ଟଣ଼୍ଟ ଦେଖାଉଥିଲେ। ହେଲେ ଷ୍ଟଣ୍ଟ…

ବନ୍ଦ ହୋଇପାରେ ଚିଟଫଣ୍ଡ କମିଶନ !

କଟକ: ଚିଟଫଣ୍ଡର ଶିକାର ହୋଇଥିବା ଲୋକମାନଙ୍କୁ ଆଉ ନ୍ୟାୟ ମିଳିବ କି ନାହିଁ ଏନେଇ ଲୋକମାନଙ୍କ ଭିତରେ ଆଶାଙ୍କା ଦେଖା ଦେଇଛି। କାରଣ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ…

ପୁଣି ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ପୁଣି ଦୁଇ ଦଲାଲ ଗିରଫ ହୋଇଛନ୍ତି। ପରିବହନ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଅନେକ ଦିନ ଆଗରୁ ନିର୍ଦେଶ ଜାରି କରାଯାଇଥିଲା ହେଲେ ଦଲାଲ ମାନେ ବିଭିନ୍ନ ଉପାୟରେ କଳେବଳେ କାର୍ଯ୍ୟାଳୟ ଭିତରକୁ ପଶି ସେମାନଙ୍କ କାମ କରୁଛନ୍ତି।…

ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ

ଯାଜପୁର: ଯାଜପୁର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗି ୪ଟି ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ସହିତ ଟଙ୍କା,…